ବାଲୁକାକଳା ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଛା ଜଣାଇଲେ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ(କେନ୍ୟୁଜ୍): ବାଲୁକାକଳା ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଛା। ପୁରୀ ବେଳାଭୂମିରେ ଏକ ବାଲୁକା କଳା ନିର୍ମାଣ କରିଛନ୍ତିି ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ଏଥିରେ ମୁଖ୍ୟମନ୍ତ୍ରୀଙ୍କ ଏକ ସୁନ୍ଦର ପ୍ରତିମୂର୍ତ୍ତି ନିର୍ମାଣ କରାଯାଇଛି। ବାଲୁକାକଳା ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ଆଧୁନିକ ଓଡ଼ିଶାର ବିନ୍ଧାଣୀ ବୋଲି ଦର୍ଶାଯାଇଛି। ବେଳାଭୂମିରେ ନିର୍ମିତ ଏହି ବାଲୁକାକଳା ଦେଖିବା ପାଇଁ ବେଳାଭୂମିରେ ବହୁ ପର‌୍ୟ୍ୟଟକଙ୍କ ଭିଡ ଜମିଥିଲା।

You might also like