Below header

ସୁନ୍ଦରଗଡରେ ସବୁ ସରକାରୀ କର୍ମଚାରୀ ବାଇକରେ ଆସିବା ବେଳେ ହେଲମେଟ୍‌ ପିନ୍ଧି ଆସିବେ, ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

ସୁନ୍ଦରଗଡ ଜିଲ୍ଲାପାଳଙ୍କ ନିଆରା ପ୍ରୟାସ । ଏଣିକି ସବୁ ସରକାରୀ କର୍ମଚାରୀ ବାଇକରେ ଅଫିସ ଆସିବା ବେଳେ ହେଲମେଟ୍‌ ପିନ୍ଧି ଆସିବେ ବୋଲି ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲାପାଳ ନିଖିଲ ପୱନ କଲ୍ୟାଣଙ୍କ ଏହି ପ୍ରୟାସକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି। ଲୋକେ ସଚେତନ ହେଲେ ଦୁର୍ଘଟଣା କମ ଘଟିବ ବୋଲି ବୁଦ୍ଧିଜୀବୀ କହିଛନ୍ତି । ସେପଟେ ଦୁର୍ଘଟଣାକୁ ଏଡାଇବା ପାଇଁ ଏହି ପଦକ୍ଷେପ ନେଇଥିବା ଜିଲ୍ଲାପାଳ କହିଛନ୍ତି । ଏହି ନିୟମ ସମସ୍ତ କର୍ମଚାରୀ ମାନିବେ ବୋଲି କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.