Below header

ତିନିଦିନ ଧରି ଅଚାନକ ଘରେ ଲାଗିଯାଉଛି ନିଆଁ, ଭୟରେ ଘର ଛାଡି ବାହାରେ ଆଶ୍ରୟ ନେଇଛନ୍ତି ଏହି ପରିବାର

ସୋର(କେନ୍ୟୁଜ୍‌): ତିନିଦିନ ଧରି ଅଚାନକ ଘରେ ଲାଗିଯାଉଛି ନିଆଁ । ଦିନକୁ ସାତରୁ ଆଠ ଥର ଲାଗୁଛି ନିଆଁ।
ଏଭଳି ଘଟଣା ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ କଲ୍ୟାଣୀ ପଂଚାୟତ ଭିଲା ଗ୍ରାମ ଜହ୍ନିପୁର ଶାସନର ମୁରଲୀଧର ଦାସଙ୍କ ଘରେ ଦେଖିବାକୁ ମିଳିଛି ।

ଘରେ ଥିବା ଆସବାବ ପତ୍ରରେ ହଠାତ୍ ନିଆଁ ଲାଗିଯାଉଛି । ଭୟରେ ପରିବାର ଲୋକ ପକ୍କା ଘର ଛାଡି ବାହାରେ ଆଶ୍ରୟ ନେଇଛନ୍ତି । ଆସବାବ ପତ୍ରକୁ ଘର ବାହାରେ ଏକ ପଲିଥିନ ତଳେ ରଖିଛନ୍ତି । କୌଣସି ତନ୍ତ୍ର ବିଦ୍ୟା ହୋଇଥିବା ନେଇ ପୀଡିତ ପରିବାର ଅଭିଯୋଗ କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.