IFS ସୁଶାନ୍ତ ନନ୍ଦ ହେଲେ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ, ଅତିରିକ୍ତ ଦାୟିତ୍ବ ପ୍ରଦାନ କଲେ ରାଜ୍ୟ ସରକାର

IFS ମନୋଜ ନାୟାରଙ୍କୁ CDAର ମୁଖ୍ୟ ଭାବେ ଦାୟିତ୍ବ ପ୍ରଦାନ କରାଯାଇଛି। ଚିଲିକା ଉନ୍ନୟନ କର୍ତ୍ତୃପକ୍ଷର ମୁଖ୍ୟ ଭାବେ ଦାୟିତ୍ବ ତୁଲାଇବେ। ଏହା ସହ ନନ୍ଦନକାନନର ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ବ ମଧ୍ୟ ତୁଲାଇବେ ମନୋଜ ନାୟାର। 

କେନ୍ୟୁଜ୍(ବ୍ୟୁରୋ): ଆଇଏଏଫ ସ୍ତରରେ ଅଦଳବଦଳ। IFS ସୁଶାନ୍ତ ନନ୍ଦଙ୍କୁ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ଦାୟିତ୍ବ ଭାବେ ଅତିରିକ୍ତ ଦାୟିତ୍ବ ପ୍ରଦାନ କରାଯାଇଛି। ନିଜ ଦାୟିତ୍ବ ସହ ପିସିସିଏଫ- ୱାଇଲ୍ ଡ ଲାଇଫ ଦାୟିତ୍ବ ତୁଲାଇବେ। ସେହିପରି IFS ମନୋଜ ନାୟାରଙ୍କୁ CDAର ମୁଖ୍ୟ ଭାବେ ଦାୟିତ୍ବ ପ୍ରଦାନ କରାଯାଇଛି। ଚିଲିକା ଉନ୍ନୟନ କର୍ତ୍ତୃପକ୍ଷର ମୁଖ୍ୟ ଭାବେ ଦାୟିତ୍ବ ତୁଲାଇବେ। ଏହା ସହ ନନ୍ଦନକାନନର ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ବ ମଧ୍ୟ ତୁଲାଇବେ ମନୋଜ ନାୟାର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.