Below header

IOCL ଅଏଲ କର୍ପୋରେସନ ଲିମିଟେଡ ପକ୍ଷରୁ ଆଜି ପୁରୀ ବେଳାଭୂମିରେ ଚାଲିଛି ବିଶାଳ ସ୍ୱଚ୍ଛ ଭାରତ ଅଭିଯାନ

ପୁରୀ(କେନ୍ଯୁଜ୍): IOCL ଅଏଲ କର୍ପୋରେସନ ଲିମିଟେଡ ପକ୍ଷରୁ ଆଜି ପୁରୀ ବେଳାଭୂମିରେ ବିଶାଳ ସ୍ୱଚ୍ଛ ଭାରତ ଅଭିଯାନ କରାଯାଉଛି । ଦିଗବାରିଣୀ ସମ୍ମୁଖ ବେଳାଭୂମୀରେ ବିଭିନ୍ନ ସ୍ୱେଚ୍ଚାସେବୀ ସଙ୍ଗଠନ ଦ୍ୱାରା ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି । ଏହି କାର୍ଯକ୍ରମରେ ସ୍ଥାନୀୟ ଅଞ୍ଚଳର ବିଭିନ୍ନ ସ୍କୁଲ ,କଲେଜ ଓ ଅନୁଷ୍ଠାନର କର୍ମକର୍ତ୍ତା ମଧ୍ୟ ସାମିଲ ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.