Below header

ପୂର୍ବ ଶତ୍ରୁତା: ବିଳମ୍ବିତ ରାତିରେ ଗାଁରେ ବୁଲିଲା ଖଣ୍ଡା

ବାଲୁଙ୍କେଶ୍ବର ଗାଁରେ ବୁଲିଲା ଖଣ୍ଡା । ଗଞ୍ଜାମ - ଖଲ୍ଲିକୋଟ ଥାନା ଅନ୍ତର୍ଗତ ବାଲୁଙ୍କେଶ୍ୱର ଗାଁରେ ବୁଲିଲା ଖଣ୍ଡା । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି କରି ଗତକାଲି ବିଳମ୍ବିତ ରାତିରେ କିଛି ଯୁବକ ଗାଁରେ ଆତଙ୍କ ଖେଳାଇଛନ୍ତି ।

ବ୍ରହ୍ମହପୁର (କେନ୍ୟୁଜ): ବାଲୁଙ୍କେଶ୍ବର ଗାଁରେ ବୁଲିଲା ଖଣ୍ଡା । ଗଞ୍ଜାମ – ଖଲ୍ଲିକୋଟ ଥାନା ଅନ୍ତର୍ଗତ ବାଲୁଙ୍କେଶ୍ୱର ଗାଁରେ ବୁଲିଲା ଖଣ୍ଡା । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି କରି ଗତକାଲି ବିଳମ୍ବିତ ରାତିରେ କିଛି ଯୁବକ ଗାଁରେ ଆତଙ୍କ ଖେଳାଇଛନ୍ତି । ଗାଁର ଏକ ଘର ଉପରକୁ ପଥର ମାଡ ମଧ୍ୟ କରିଛନ୍ତି ଯୁବକ ।

କ୍ରିକେଟ ଖେଳକୁ ନେଇ କିଛି ଦିନ ପୂର୍ବରୁ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଉଭୟ ପକ୍ଷରୁ ଖଲ୍ଲିକୋଟ ଥାନାରେ ଏତଲା ଦିଆଯାଇଛି । ଅଭିଯୋଗ ପରେ ଘଟଣାର ତଦନ୍ତ ଆରମ୍ଭ କରିଛି ଖଲ୍ଲିକୋଟ ଥାନା ପୋଲିସ୍ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.