Below header

ଗୁରୁ ଦିବସ ନୁହେଁ, କଳା ଦିବସ ପାଳନ କରିବେ ଆନ୍ଦୋଳନକାରୀ ଶିକ୍ଷକ

ଭୁବନେଶ୍ୱର : ୧୪ ଦିନରେ ପହଞ୍ଚିଛି  ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚର ଧାରଣା । ଦାବି ପୂରଣ ନହେଲେ ଆଗାମୀ ଗୁରୁ ଦିବସକୁ କଳା ଦିବସ ରୂପେ ପାଳନ କରାଯିବ । ଏଥିସହ ଆସନ୍ତା ୬ ତାରିଖରୁ ରାଜ୍ୟରେ ଥିବା ସମସ୍ତ ବ୍ଲକଗ୍ରାଣ୍ଟ ସ୍କୁଲ ଓ କଲେଜରେ ତାଲା ଝୁଲିବ ବୋଲି ମଞ୍ଚ ଚେତାବନୀ ଦେଇଛି । ଅନୁଦାନ ଯୋଗ୍ୟ ଦିନଠାରୁ ପୂର୍ଣ୍ଣ ଅନୁଦାନ ସହ ସମସ୍ତ ସୁବିଧା ସୁଯୋଗ ପ୍ରଦାନ,ସପ୍ତମ ବେତନ କମିସନ ସୁପାରିସ ଲାଗୁ, ବକେୟା ଦରମା ପ୍ରଦାନ ଆଦି ବିଭିନ୍ନ ଦାବି ନେଇ ଆନ୍ଦୋଳନ ଜାରି ରଖିଛି ମଞ୍ଚ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.