Browsing Tag

teacher strike

ରାଜଧାନୀରେ ପ୍ରାଥମିକ ଶିକ୍ଷକଙ୍କ ରଣହୁଙ୍କାର, ଦ୍ୱିତୀୟ ଦିନରେ ପହଞ୍ଚିଲା ଧାରଣା

ଭୁବନେଶ୍ୱର(କେନ୍ୟୁଜ୍): ରାଜଧାନୀରେ ପ୍ରାଥମିକ ଶିକ୍ଷକଙ୍କ ରଣହୁଙ୍କାର । ୩ ଦଫା ଦାବିରେ ଚାଲିଛି ଆନ୍ଦୋଳନ । ଦ୍ୱିତୀୟ ଦିନରେ ପହଞ୍ଚିଛି ଧାରଣା। ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ ଆହ୍ଵାନରେ ହଜାର ହଜାର ପ୍ରାଥମିକ ଶିକ୍ଷକ ଶିକ୍ଷୟିତ୍ରୀ ଲୋୟର ପିଏମଜିରେ ମହାସମାବେଶରେ ସାମିଲ ହୋଇଛନ୍ତି ।…

ପୁଣି ଥରେ ରାଜରାସ୍ତାରେ ୫୦ ହଜାରରୁ ଊର୍ଦ୍ଧ୍ୱ ଶିକ୍ଷକ ଓ ଅଧ୍ୟାପକ, ମାଷ୍ଟରକ୍ୟାଣ୍ଟିନରୁ ଲୋୟର ପିଏମଜି ପର୍ଯ୍ୟନ୍ତ…

ଭୁବନେଶ୍ବର (କେନ୍ୟୁଜ୍) : ପୁଣି ରାଜଧାନୀ ରାଜରାସ୍ତାରେ ଶିକ୍ଷକ ଓ ଅଧ୍ୟାପକ। ରାଜ୍ୟ ସରକାରଙ୍କ ଉଦାସୀନତା ଅଭିଯୋଗରେ ଓଡ଼ିଶା ସ୍କୁଲ କଲେଦ ଅଧ୍ୟାପକ ଓ ଶିକ୍ଷାକ ସଂଘ ବିଶାଳ ରାଲିରେ କରିଛନ୍ତି। ଏଥିରେ ୫୦ ହଜାରରୁ ଊର୍ଦ୍ଧ୍ୱ ଶିକ୍ଷକ ଓ ଅଧ୍ୟାପକ ସାମିଲ ହୋଇଛନ୍ତି। ରାଲି…

ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘର ବିକ୍ଷୋଭ

ଭୁବନେଶ୍ବର : ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ ପକ୍ଷରୁ ଲୋୟର ପିଏମ୍‌ଜିରେ ବିକ୍ଷୋଭ ପ୍ରଦର୍ଶନ । ବ୍ଲକଗ୍ରାଣ୍ଟ ବ୍ୟବସ୍ଥାକୁ ଉଚ୍ଛେଦ କରି ସରକାର ନୂତନ ଅନୁଦାନ ନିୟମ କଲେ ମଧ୍ୟ ସରକାର ଚାକିରି ସର୍ତ୍ତାବଳୀ ଓ ଅବସରକାଳୀନ ସୁବିଧା ସୁଯୋଗ ଲାଗୁ କରୁନାହାନ୍ତି । ଅନୁଦାନ ପାଇବାକୁ ଥିବା…

ସରକାରଙ୍କ ସହ ଆଲୋଚନା ପରେ ସ୍ଥଗିତ ହେଲା ଅଧ୍ୟାପକ-ଶିକ୍ଷକ ମିଳିତ ମଞ୍ଚର ଆନ୍ଦୋଳନ

ଭୁବନେଶ୍ବର(କେନ୍ଯୁଜ୍) : ଅଧ୍ୟାପକ-ଶିକ୍ଷକ ମିଳିତ ମଞ୍ଚର ଆନ୍ଦୋଳନ ସ୍ଥଗିତ । ସରକାରଙ୍କ ସହ ଆଲୋଚନା ପରେ ଶିକ୍ଷକ ଆନ୍ଦୋଳନ ସ୍ଥଗିତ ହୋଇଛି । ମଳିତ ମଞ୍ଚର ୧୩ ଜଣିଆ ପ୍ରତିନିଧି ଦଳ ରାଜ୍ୟ ସରକାରଙ୍କ ସହ ଆଲୋଚନା କରିଥିଲେ । ଏହା ପରେ ନଭେମ୍ବର ୩୦ ପର୍ଯ୍ଯନ୍ତ ଆନ୍ଦୋଳନ ସାମୟିକ ସ୍ଥଗିତ…

ଜାରି ରହିବ ଶିକ୍ଷକ ଓ ଅଧ୍ୟାପକ ଆନ୍ଦୋଳନ, କଳାବ୍ଯାଜ୍ ପିନ୍ଧି ପଢ଼ାଇବେ ପାଠ

ଭୁବନେଶ୍ବର (କେନ୍ଯୁଜ୍) : ଆସନ୍ତାକାଲିଠୁ ପୁଣି ପାଠ ପଢାଇବେ ଶିକ୍ଷକ ଓ ଅଧ୍ୟାପକ। ତେବେ କଳାବ୍ୟାଜ୍‌ ପିନ୍ଧି ସେମାନେ ସ୍କୁଲ ଯିବେ। ମାସେରୁ ଅଧିକ ସମୟ ଧରି ଶିକ୍ଷକ, କର୍ମଚାରୀ ମିଳିତ ମଞ୍ଚ ପକ୍ଷରୁ ଚାଲିଥିବା ଆନ୍ଦୋଳନ ସାମାନ୍ୟ କୋହଳ ହୋଇଛି। ହେଲେ ଭୁବନେଶ୍ୱରରେ ଆନ୍ଦୋଳନ ଜାରି ରହିବ।…

୩0 ଦିନରେ ପହଁଚିଲା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚର ଆନ୍ଦୋଳନ

ଭୁବନେଶ୍ୱରରେ ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚର ଆନ୍ଦୋଳନକୁ ଆଜି ମାସେ ପୁରିଲା। ତଥାପି ପୂରଣ ହେଉନି ସେମାନଙ୍କ ପ୍ରତିଶୃତି, ଆଉ ହଟୁନି ଧାରଣା। ରାଜରାସ୍ତାରେ ହିଁ ଗୁରୁଦିବସ, ଗଣେଶ ପୂଜା ପାଳନ କରିଥିବାବେଳେ ଆଜି ନୂଆଁକାଇ ମଧ୍ଯ ପାଳନ କରୁଛି ମଞ୍ଚ ।

ପୂରଣ ହେଉନି ପ୍ରତିଶୃତି ଆଉ ହଟୁନି ଧାରଣା, ରାଜରାସ୍ତାରେ ଶିକ୍ଷକ ପାଳିଲେ ନୂଆଁଖାଇ

ଭୁବନେଶ୍ବର(କେନ୍ଯୁଜ୍) : ଭୁବନେଶ୍ୱରରେ ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚର ଆନ୍ଦୋଳନକୁ ଆଜି ମାସେ ପୁରିଲା। ତଥାପି ପୂରଣ ହେଉନି ସେମାନଙ୍କ ପ୍ରତିଶୃତି, ଆଉ ହଟୁନି ଧାରଣା। ରାଜରାସ୍ତାରେ ହିଁ ଗୁରୁଦିବସ, ଗଣେଶ ପୂଜା ପାଳନ କରିଥିବାବେଳେ ଆଜି ନୂଆଁକାଇ ମଧ୍ଯ ପାଳନ କରୁଛି…

ସରକାରଙ୍କ ସହ ଆଲୋଚନା ବିଫଳ, ଜାରି ରହିବ ଶିକ୍ଷକ ଆନ୍ଦୋଳନ

ଭୁବନେଶ୍ବର : ବାହାରିଲାନି ସମାଧାନର ବାଟ । ଆନ୍ଦୋଳନ ଜାରି ରଖିବେ ଶିକ୍ଷକ । ରାଜ୍ୟ ସରକାରଙ୍କ ସହ ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚର ଆଲୋଚନା ବିଫଳ ହୋଇଛି । ଦାବି ପୂରଣ ପାଇଁ ସରକାର ମାଗିଥିଲେ ୩ ମାସ ସମୟ । ତେବେ ରାଜି ହୋଇ ନଥିଲେ ଶିକ୍ଷକ । ସପ୍ତାହେ ଭିତରେ ଦାବି…

ଗୁରୁ ଦିବସ ନୁହେଁ, କଳା ଦିବସ ପାଳନ କରିବେ ଆନ୍ଦୋଳନକାରୀ ଶିକ୍ଷକ

ଭୁବନେଶ୍ୱର : ୧୪ ଦିନରେ ପହଞ୍ଚିଛି  ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚର ଧାରଣା । ଦାବି ପୂରଣ ନହେଲେ ଆଗାମୀ ଗୁରୁ ଦିବସକୁ କଳା ଦିବସ ରୂପେ ପାଳନ କରାଯିବ । ଏଥିସହ ଆସନ୍ତା ୬ ତାରିଖରୁ ରାଜ୍ୟରେ ଥିବା ସମସ୍ତ ବ୍ଲକଗ୍ରାଣ୍ଟ ସ୍କୁଲ ଓ କଲେଜରେ ତାଲା ଝୁଲିବ ବୋଲି ମଞ୍ଚ…

୨୧ରେ ରାଜଧାନୀରେ ଆୟୋଜିତ ହେବ ଶିକ୍ଷକ ଅଧ୍ୟାପକ ସମାବେଶ

ଭୁବନେଶ୍ବର(କେନ୍ୟୁଜ୍ ) : ଆସନ୍ତା ୨୧ ତାରିଖରେ ରାଜଧାନୀ ରାଜରାସ୍ତାରେ ମହାସମାବେଶ କରିବ ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଅଧ୍ୟାପକ କର୍ମଚାରୀ ମିଳିତ ମଞ୍ଚ । ସେହିପରି ୨୪ ତାରିଖ ଯାଏ ଆନ୍ଦୋଳନ ଜାରି ରହିବ । ମଞ୍ଚର ଷ୍ଟିଅରିଂ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଭୁବନେଶ୍ୱର ଲୋୟର…

ତୃତୀୟ ଦିନରେ ସ୍କୁଲ କଲେଜ ଶିକ୍ଷକ ଅଧ୍ୟାପକ କର୍ମଚାରୀ ମିଳିତ ମଞ୍ଚ ଧାରଣା

ଭୁବନେଶ୍ବର(କେନ୍ୟୁଜ୍) : ଜିଦରେ ଅଟଳ ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଅଧ୍ୟାପକ କର୍ମଚାରୀ ମିଳିତ ମଞ୍ଚ । ଭୁବନେଶ୍ୱର ଲୋୟର ପିଏମଜିରେ ମଞ୍ଚ ପକ୍ଷରୁ ଚାଲିଥିବା ଧାରଣା ତୃତୀୟ ଦିନରେ ପହଞ୍ଚିଛି । ସର୍ତ୍ତମୂଳକ ଅନୁଦାନ ପ୍ରତ୍ୟାହାର, ଯୋଗ୍ୟ ବିବେଚିତ ଦିନଠାରୁ ପୂର୍ଣ୍ଣ ଅନୁଦାନ ସହ ଚାକିରି…

ଆଜିଠାରୁ ପୁଣି ଆନ୍ଦୋଳନକୁ ଓହ୍ଲାଇବେ ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ, ଅଧ୍ୟାପକ ମିଳିତ ମଞ୍ଚ

ଭୁବନେଶ୍ୱର (କେ ନ୍ୟୁଜ୍) : ଆଜିଠାରୁ ପୁଣି ଆନ୍ଦୋଳନକୁ ଓହ୍ଲାଇବେ ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ, ଅଧ୍ୟାପକ ମିଳିତ ମଞ୍ଚ । ଭୁବନେଶ୍ୱର ଲୋୟର ପିଏମଜିରେ ବିକ୍ଷୋଭ ପ୍ରଦର୍ଶନ କରାଯିବ । ରାଜ୍ୟ ସରକାରଙ୍କ ସର୍ତ୍ତମୂଳକ ଅନୁଦାନ ଆଇନ ପ୍ରତ୍ୟାହାର, ଯୋଗ୍ୟ ବିବେଚିତ ଦିନଠାରୁ ପୂର୍ଣ୍ଣ ଅନୁଦାନ ସହ…