୩0 ଦିନରେ ପହଁଚିଲା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚର ଆନ୍ଦୋଳନ

ଭୁବନେଶ୍ୱରରେ ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚର ଆନ୍ଦୋଳନକୁ ଆଜି ମାସେ ପୁରିଲା। ତଥାପି ପୂରଣ ହେଉନି ସେମାନଙ୍କ ପ୍ରତିଶୃତି, ଆଉ ହଟୁନି ଧାରଣା। ରାଜରାସ୍ତାରେ ହିଁ ଗୁରୁଦିବସ, ଗଣେଶ ପୂଜା ପାଳନ କରିଥିବାବେଳେ ଆଜି ନୂଆଁକାଇ ମଧ୍ଯ ପାଳନ କରୁଛି ମଞ୍ଚ ।

You might also like