ପଚା ଅଣ୍ଡା ବୋଝେଇ ଟେମ୍ପୋ ଜବତ, ବେକ୍‌ରି ଫ୍ୟାକ୍ଟିରକୁ ଆସୁଥିବା ନେଇ ସୂଚନା ଦେଇଛନ୍ତି ସିଏମ୍‌ସି ସ୍ୱାସ୍ଥ୍ୟ ଅଧିକାରୀ

କଟକ (କେନ୍ୟୁଜ): ପଚା ଅଣ୍ଡା ବୋଝେଇ ଟେମ୍ପୋ ଜବତ। ଆଜି କଟକ ମହାନଗର ନିଗମ ସ୍ୱାସ୍ଥ୍ୟ ଅଧିକାରୀଙ୍କ ପକ୍ଷରୁ ଖାନ୍‌ନଗର ଟ୍ରାଫିକ୍‌ଠାରୁ ଜବତ ହୋଇଛି। ଆଠଗଡରୁ ଏହି ପଚା ଅଣ୍ଡା ଆସୁଥିଲା। କଟକ ଶଶାଅନ୍ତ ସାହି ବେକ୍‌ରି ଫ୍ୟାକ୍ଟିରକୁ ଅଟୋରେ ୧୦ ପେଟି ପଚା ଅଣ୍ଡା ଆସୁଥିବା ସୂଚନା ମିଳିଛି। ଗେଟିଏ ପେଟିରେ ୨୪୦ଟି ପଚା ଅଣ୍ଡା ଥିଲା । ଟୋଟାଲ ୧୦ଟି ପେଟିରେ ୨୪୦୦ଟି ପଚା ଅଣ୍ଡା ଜବତ କରିଛନ୍ତି ସିଏମ୍‌ସି ସ୍ୱାସ୍ଥ୍ୟ ଅଧିକାରୀ।

Leave A Reply

Your email address will not be published.