କନ୍ଧମାଳ ଖକ୍ସୁରୀପଡା ବ୍ଲକ ଚେୟାର୍‌ମ୍ୟାନ୍‌ ବିରେନ୍ଦ୍ର କହଁରଙ୍କୁ ଅର୍ଥ କମିଟି ସଦସ୍ୟ ଭାବେ ମନୋନୀତ

ଭୁବନେଶ୍ବର(କେନ୍ଯୁଜ୍): ରାଜ୍ୟସ୍ତରୀୟ ଅର୍ଥ କମିଟି ସଦସ୍ୟ ମନୋନୀତ । କନ୍ଧମାଳ ଜିଲ୍ଲା ଖକ୍ସୁରୀପଡା ବ୍ଲକ ଚେୟାର୍‌ମ୍ୟାନ୍‌ ବିରେନ୍ଦ୍ର କହଁରଙ୍କୁ ଅର୍ଥ କମିଟି ସଦସ୍ୟ ଭାବେ ମନୋନୀତ କରାଯାଇଛି । ୧୫ତମ କେନ୍ଦ୍ରୀୟ ଅର୍ଥ କମିଶନ ପକ୍ଷରୁ ମନୋନୀତ କରିଛନ୍ତି ରାଜ୍ୟ ସରକାର ।

ଜିଲ୍ଲାବାସୀଙ୍କ ସ୍ୱାସ୍ଥ୍ୟ ସେବାରେ ଖର୍ଚ୍ଚ ସମସ୍ତ ରିପୋର୍ଟ ତଦାରଖ କରି ସରକାରଙ୍କୁ ଦାଖଲ କରିବେ ନୂତନ କମିଟି ସଦସ୍ୟ । ଏନେଇ ଶ୍ରୀଯୁକ୍ତ କହଁର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମନ୍ତ୍ରୀ ପଦ୍ମନାଭ ବେହେରା, ମନ୍ତ୍ରୀ ପ୍ରତାପ ଜେନା ଏବଂ କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତଙ୍କୁ କୃତଜ୍ଞତା ଜଣାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.