Below header

୩୦ ଫୁଟ୍ ତଳକୁ ଖସିଲା କାର୍ , ୨ ଗୁରୁତର ଆହତ

୩୦ ଫୁଟ୍ ତଳକୁ ଖସିଲା କାର୍ । ୨ ଗୁରୁତର ଆହତ । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ରିଜ୍ ଛକ ଶିଶୁପାର୍କ ନିକଟରେ ଭାରସାମ୍ଯ ହରାଇ ୩୦ ଫୁଟ୍ ତଳକୁ ଖିସିଲା କାର୍। ଦୁର୍ଘଟଣାରେ ୨ଜଣ ଗୁରୁତର ଆହତ ହୋଇଥିବା ବେଳେ ଅନ୍ଯ ୩ ଜଣ ସାମାନ୍ଯ ଆହତ ହୋଇଛନ୍ତି।

ଆନନ୍ଦପୁର (କେନ୍ୟୁଜ): ୩୦ ଫୁଟ୍ ତଳକୁ ଖସିଲା କାର୍ । ୨ ଗୁରୁତର ଆହତ । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ରିଜ୍ ଛକ ଶିଶୁପାର୍କ ନିକଟରେ ଭାରସାମ୍ଯ ହରାଇ ୩୦ ଫୁଟ୍ ତଳକୁ ଖିସିଲା କାର୍। ଦୁର୍ଘଟଣାରେ ୨ଜଣ ଗୁରୁତର ଆହତ ହୋଇଥିବା ବେଳେ ଅନ୍ଯ ୩ ଜଣ ସାମାନ୍ଯ ଆହତ ହୋଇଛନ୍ତି। ଗୁରୁତରଙ୍କୁ କଟକ ସ୍ଥାନାନ୍ତର କରାଯାଇଥିବା ବେଳେ ଆହତଙ୍କୁ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସମସ୍ତ ଆହତ ସ୍ଥାନୀୟ ପଦ୍ମପୁର ଗାଁର ଥିବା ସୂଚନା । ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡାର ଏକ ବରଯାତ୍ରୀରେ ଯାଇଥିଲେ । ସେଠାରୁ ଫେରି ଶାଳପଡ଼ା ଯାଉଥିବା ବେଳେ ଆଜି ଭୋରରୁ ଘଟିଛି ଦୁର୍ଘଟଣା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.