Browsing Tag

Car Fell Down

୩୦ ଫୁଟ୍ ତଳକୁ ଖସିଲା କାର୍ , ୨ ଗୁରୁତର ଆହତ

ଆନନ୍ଦପୁର (କେନ୍ୟୁଜ): ୩୦ ଫୁଟ୍ ତଳକୁ ଖସିଲା କାର୍ । ୨ ଗୁରୁତର ଆହତ । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ରିଜ୍ ଛକ ଶିଶୁପାର୍କ ନିକଟରେ ଭାରସାମ୍ଯ ହରାଇ ୩୦ ଫୁଟ୍ ତଳକୁ ଖିସିଲା କାର୍। ଦୁର୍ଘଟଣାରେ ୨ଜଣ ଗୁରୁତର ଆହତ ହୋଇଥିବା ବେଳେ ଅନ୍ଯ ୩ ଜଣ ସାମାନ୍ଯ ଆହତ ହୋଇଛନ୍ତି। ଗୁରୁତରଙ୍କୁ କଟକ…

ଭାରସାମ୍ୟ ହରାଇ ପୋଲରୁ ୨୦ ଫୁଟ୍ ତଳକୁ ଖସିପଡ଼ିଲା କାର୍, ୩ ଆହତ

ବଣାଇ (କେନ୍ୟୁଜ): ସୁନ୍ଦରଗଡ଼ ଜିଲ୍ଲା ବଣାଇର ମହୁଲପଦା ଥାନାର ଫୁଲଝର ନଗରିଆ ପୋଲ ତଳକୁ ପ୍ରାୟ ୨୦ ଫୁଟ ତଳକୁ ଖସିଲା କାର । ଫଳରେ ୩ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଆହତମାନେ ହେଉଛନ୍ତି- କେନ୍ଦୁଝର ଜିଲ୍ଲା କାଦଡ଼ିଆ ଗାଁର ଅଜିତ ମାହାନ୍ତ, ଓମକାର…

ଭାରସାମ୍ୟ ହରାଇ ବ୍ରିଜ ତଳକୁ ଖସି ପଡିଲା କାର, ତିନି ଜଣ ଗୁରୁତର

 ଯାଜପୁର : ଭାରସାମ୍ୟ ହରାଇ ବ୍ରିଜ ତଳକୁ ଖସି ପଡିଲା କାର। ଫଳରେ କାରରେ ଥିବା ତିନି ଜଣ ଗୁରୁତର ଆହତ। ସୂଚନା ମୁତାବକ, ଯାଜପୁର ଜିଲ୍ଲା ଚଣ୍ଡିଖୋଲ-ଡୁବୁରୀ ୫୩ ନମ୍ବର ଜାତୀୟ ରାଜପଥର ଝାଟିଆପଡା ନିକଟରେ ଏହି କାରଟି ଭାରସାମ୍ୟ ହରାଇ ତଳକୁ ଖସି ପଡିଛି। ବ୍ରିଜ ତଳେ ଯାଇଥିବା କୁଆଁରିଆ ନାଳରେ…