ଆନନ୍ଦପୁର: ଅଭୟାରଣ୍ୟରୁ ହାତୀ ଶାବକର ମୃତଦେହ ଉଦ୍ଧାର

ହାତୀ ଅଭୟାରଣ୍ୟରୁ ହାତୀ ଶାବକର ମୃତଦେହ ଉଦ୍ଧାର । ଆନନ୍ଦପୁର ଉପଖଣ୍ଡ ହଦଗଡ଼ ହସ୍ତୀ ଅଭୟାରଣ୍ୟ କାଠକଟା ସେକ୍ସନର ମାଶଘାଟି ନିକଟରୁ ହାତୀର ମୃତଦେହ ଉଦ୍ଧାର ହୋଇଛି । ମୃତ ହାତୀର ବୟସ ୫ରୁ ୬ ବର୍ଷ ହୋଇଥିବା ସୂଚନା ମିଳିଛି ।

ଆନନ୍ଦପୁର (କେନ୍ୟୁଜ): ହାତୀ ଅଭୟାରଣ୍ୟରୁ ହାତୀ ଶାବକର ମୃତଦେହ ଉଦ୍ଧାର । ଆନନ୍ଦପୁର ଉପଖଣ୍ଡ ହଦଗଡ଼ ହସ୍ତୀ ଅଭୟାରଣ୍ୟ କାଠକଟା ସେକ୍ସନର ମାଶଘାଟି ନିକଟରୁ ହାତୀର ମୃତଦେହ ଉଦ୍ଧାର ହୋଇଛି । ମୃତ ହାତୀର ବୟସ ୫ରୁ ୬ ବର୍ଷ ହୋଇଥିବା ସୂଚନା ମିଳିଛି ।

ନିଜ ନିଜ ଭିତରେ ସଂଘର୍ଷ ହୋଇ ହାତୀ ଶାବକର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ଏକାଧିକ ହାତୀ ଅନେକ ସମୟ ଧରି ରହିଥିବା ବେଳେ ହାତୀ ମାନଙ୍କ ସଂଘର୍ଷରେ ହିଁ ହାତୀ ଛୁଆଟିର ମୃତ୍ୟୁ ହୋଇଥିବା ଡିଏଫ ଓ ସୂଚନା ଦେଇଛନ୍ତି। ଘଟଣାସ୍ଥଳରେ ବନ ବିଭାଗ ପହଞ୍ଚି ହାତୀର ମୃତଦେହ ଜବତ କରି ତଦନ୍ତ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.