Below header

କଲେଜ ଫଣ୍ଡରୁ ଟଙ୍କା ପଠାଇ ଗିରଫ ହେଲେ ପ୍ରେମିକା, ବର୍ଷକ ଭିତରେ ପ୍ରେମିକକୁ ଦେଇଥିଲେ ୯୭ ଲକ୍ଷ ଟଙ୍କା

ଭୁବନେଶ୍ବର(କେନ୍ୟୁଜ୍): ବୟ ଫ୍ରେଣ୍ଡ ଆକାଉଣ୍ଟରେ ୯୭ ଲକ୍ଷ ଟଙ୍କା । ବୟଫ୍ରେଣ୍ଡ ଆକାଉଣ୍ଟକୁ ଟଙ୍କା ପଠାଇ ବନ୍ଧା ହେଲେ ପ୍ରେମିକା । ଘରୋଇ କଲେଜରେ ଲେଡି ଆକାଉଣ୍ଟାଣ୍ଟ ବୟଫ୍ରେଣ୍ଡକୁ ଟଙ୍କା ପଠାଉଥିଲେ । ବର୍ଷକ ଭିତରେ ୯୭ ଲକ୍ଷ ଟଙ୍କା ଫୋନ ପେ ଜରିଆରେ ପଠାଇଥିଲେ । ଟଙ୍କା ଗାଏବ ନେଇ କଲେଜ କର୍ତ୍ତୃପକ୍ଷ ତମାଣ୍ଡୋ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ବାନ୍ଧିଲା ପୋଲିସ । ୪୨ ମଉଜା ଅଞ୍ଚଳର ଯୁବତୀ ପାୟଲ ମହାପାତ୍ର । ଘରୋଇ କଲେଜରେ ଆଡମିଶନ ଓ ଟ୍ୟୁସନ ଫି’ ହଡପ ଅଭିଯୋଗ । ହଡପ ଟଙ୍କାରେ ବିହାରରେ ଥିବା ପ୍ରେମିକ ପାଖକୁ ପଠାଯାଇଥିବା ସୂଚନା । ଘରୋଇ କଲେଜରେ ଆକାଉଣ୍ଟାଣ୍ଟ ଅଛନ୍ତି ମହିଳା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.