Below header

ମହାନଦୀକୁ ଡେଇଁ ଯୁବକ ନିଖୋଜ, କାରଣ ଅସ୍ପଷ୍ଟ

ମହାନଦୀକୁ ଡେଇଁଲେ ଯୁବକ। ସମ୍ବଲପୁର ଚାଉଁରପୁର ପୋଲ ଉପରୁ ସ୍କୁଟି ଥୋଇ ଡେଇଁଲେ ଯୁବକ। ଯୁବକଙ୍କ ପରିଚୟ ଅସ୍ପଷ୍ଟ ରହିଛି।

ସମ୍ବଲପୁର (କେନ୍ୟୁଜ): ମହାନଦୀକୁ ଡେଇଁଲେ ଯୁବକ। ସମ୍ବଲପୁର ଚାଉଁରପୁର ପୋଲ ଉପରୁ ସ୍କୁଟି ଥୋଇ ଡେଇଁଲେ ଯୁବକ। ଯୁବକଙ୍କ ପରିଚୟ ଅସ୍ପଷ୍ଟ ରହିଛି। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀର ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଫୋନରେ କଥା ହେବା ପରେ ପୋଲ ଉପରୁ ପାଣିକୁ ଡେଇଁ ପଡିଥିବା ସୂଚନା ମିଳିଛି। ତେବେ କାହିଁକି ପାଣିକୁ ଡେଇଁଲେ କାରଣ ଅସ୍ପଷ୍ଟ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.