ଜୁଆ ଖେଳ ଚାଲିଥିବା ବେଳେ ଚଢ଼ାଉ, ୨୨ଟି ବାଇକ ସହିତ ୭ ଗିରଫ

ମୟୁରଭଞ୍ଜ ଜିଲ୍ଲା ରରୁଆ ଥାନା ଅନ୍ତର୍ଗତ ସିଙ୍ଗିଡା ସାପ୍ତାହିକ ହାଟ ନିକଟରେ ଜୁଆ ଖେଳ ଚାଲିଥିବା ପୋଲିସ ଚଢାଉ କରିଛି । ଚଢାଉରେ ୨୨ଟି ବାଇକ, ଗୋଟିଏ ଅଟୋ, ଗୋଟିଏ କାର ସହିତ ୬ ଟି ମୋବାଇଲ ଜବତ କରାଯାଇଛି ।

ରଞ୍ଜିଆ (କେନ୍ୟୁଜ): ଜୁଆ ଆଡ୍ଡାରେ ଚଢାଉ । ୭ ଗିରଫ । ମୟୁରଭଞ୍ଜ ଜିଲ୍ଲା ରରୁଆ ଥାନା ଅନ୍ତର୍ଗତ ସିଙ୍ଗିଡା ସାପ୍ତାହିକ ହାଟ ନିକଟରେ ଜୁଆ ଖେଳ ଚାଲିଥିବା ପୋଲିସ ଚଢାଉ କରିଛି । ଚଢାଉରେ ୨୨ଟି ବାଇକ, ଗୋଟିଏ ଅଟୋ, ଗୋଟିଏ କାର ସହିତ ୬ ଟି ମୋବାଇଲ ଜବତ କରାଯାଇଛି ।

ଏଥିସହ ରରୁଆ ଥାନାରେ ମାମଲା ରୁଜୁ ହେବା ସହ ଅଭିଯୁକ୍ତଙ୍କଠାରୁ ପ୍ରାୟ ୬୯ ହଜାରରୁ ଊର୍ଦ୍ଧ ଟଙ୍କା ଜବତ ହୋଇଛି । କରଞ୍ଜିଆ SDPO ସୁବ୍ରତ କୁମାର, ସିଙ୍ଗିଡା ବିଟ ହାଉସ ଅଧିକାରୀ ତପନ ବାରିକ, କରଞ୍ଜିଆ SI ପ୍ରଶାନ୍ତ ବଳ ଚଢ଼େଇ ଭୋଳ ଫାଣ୍ଡି ଅଧିକାରୀ ସାଲଖାନ ହେମ୍ରମ ଏବଂ କନେଷ୍ଟବଳ ପ୍ରମୁଖ ସାମିଲ ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.