ଆଜି ମାଣବସା ଗୁରୁବାରର ତୃତୀୟପାଳି, ଶ୍ରୀମନ୍ଦିରରେ ମାତା ଲକ୍ଷ୍ମୀଙ୍କ ପୂଜାର୍ଚ୍ଚନା ପାଇଁ ଲାଗିଛି ଭିଡ

ପୁରୀ(କେନ୍ୟୁଜ୍): ଆଜି ମାଣବସା ଗୁରୁବାରର ତୃତୀୟପାଳି । ମାଆଙ୍କ ପୂଜାର୍ଚ୍ଚନା କରୁଛନ୍ତି ମହିଳା । ଏଥିପାଇଁ ଶ୍ରୀମନ୍ଦିରରେ ଲାଗିଛି ଭକ୍ତଙ୍କ ଭିଡ଼ । ସକାଳୁ ସକାଳୁ ମହିଳାମାନେ ଶ୍ରୀମନ୍ଦିରରେ ମାଆଙ୍କ ପୂଜା କରିବାରେ ବ୍ୟସ୍ତ । ସେପଟେ ଆଜି ବି ପୁରୀରେ କୁହୁଡିର ଘନ ଆସ୍ତରଣ ଜମିଛି । କୁହୁଡି ଯୋଗୁ ବଡଦାଣ୍ଡ ସମେତ ଶ୍ରୀମନ୍ଦିର କୁହୁଡିରେ ଗୋଡେଇ ହୋଇ ରହିଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.