Below header

କଟକ : ବାଘ ଆତଙ୍କ, ଆକ୍ରମଣରେ ଜଣେ ଆହତ

କଟକ (କେନ୍ୟୁଜ୍) : ବାଘ ଆତଙ୍କ । କଟକ ଜିଲ୍ଲା ନରସିଂହପୁର ଜୁଲିଣ୍ଡା ବନଖଣ୍ଡ ବାରଭାୟା ଜଙ୍ଗଲରେ ଘୁରୁ ବୁଲୁଛି ବାଘ । ଆକ୍ରମଣରେ ଜଣେ ବନବିଭାଗ କର୍ମଚାରୀ ଆହତ ହୋଇଥିବା ଅଭିଯୋଗ ହୋଇଛି । ତାଙ୍କ ନାଁ ସୁରେଶ ବାରିକ । ସେ ଜଙ୍ଗଲକୁ ଯାଇଥିବାବେଳେ ହତାଠ୍ ବାଘ ହାବୁଡରେ ପଡିଯାଇଥିଲେ । ଦୌଡି ପଳାଇ ଯାଉଥିବା ବେଳେ ତାଙ୍କୁ ଆକ୍ରମଣ କରିଥିଲା ବାଘ । ଆହତ ସୁରେଶଙ୍କୁ ନରସିଂହପୁର ମେଡିକାଲରେ ଭର୍ତ୍ତି କରାଯାଇଛି । ଏବେବି ବାଘଟି ଜଙ୍ଗଲରେ ଘୁରି ବୁଲୁଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.