Below header

ଟାଇମ୍ସ ଅଫ୍‌ ଇଣ୍ଡିଆ ସର୍ବେକ୍ଷଣ, କିଟ୍‌ ସ୍ଥିତ ଶ୍ରୀବାଣୀକ୍ଷେତ୍ର ରଥ ଶ୍ରେଷ୍ଠ ଭାବେ ପୁରସ୍କୃତ

ଇଂରାଜୀ ଦୈନିକ ଖବରକାଗଜ ଟାଇମ୍ସ ଅଫ୍‌ ଇଣ୍ଡିଆ ଦ୍ୱାରା ରଥସାଜସଜା ଉପରେ ହୋଇଥିବା ସର୍ବେକ୍ଷଣରେ ଶ୍ରୀବାଣୀକ୍ଷେତ୍ର ରଥ ଶ୍ରେଷ୍ଠ ଭାବେ ପୁରସ୍କୃତ ହୋଇଛି । ଏଥିରେ କିଟ୍‌ ଟେମ୍ପଲ୍‌ ଟ୍ରଷ୍ଟର ପ୍ରତିଷ୍ଠାତା ତଥା ଜଗନ୍ନାଥଙ୍କ ପରମ ଭକ୍ତ ଡ. ଅଚ୍ୟୁତ ସାମନ୍ତ ଆନନ୍ଦ ପ୍ରକାଶ କରି ଶ୍ରୀବାଣୀକ୍ଷେତ୍ର ରଥକୁ ମନୋନୀତ କରିଥିବାରୁ ବିଚାରକଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଏହି ସର୍ବେକ୍ଷଣରେ ଭୁବନେଶ୍ୱର ୧୦ରୁ ଅଧିକ ବଡ଼ ଆକାରରେ ଆୟୋଜନ ହେଉଥିବା ରଥଯାତ୍ରା ଉପରେ ସର୍ବେକ୍ଷଣ ହୋଇଥିଲା । କିସ୍‌ ସ୍ଥିତ ଶ୍ରୀବାଣୀକ୍ଷେତ୍ରରେ ରଥଯାତ୍ରା ଅତି ଉଚ୍ଚକୋଟିର ଭାବେ ଆୟୋଜିତ ହୋଇଥାଏ ଓ ବହୁ ଭକ୍ତ ସମାଗମ ହୋଇଥାଏ । ଶ୍ରୀବାଣୀକ୍ଷେତ୍ର ରଥକୁ ଶ୍ରେଷ୍ଠ ସ୍ଥାନ ମିଳିଥିବାରୁ କିଟ ଓ କିସ୍‌ର ସମସ୍ତ କର୍ମଚାରୀଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.