Below header

ଆଜି ଗୁଡ୍‌ ପ୍ରାଇଡେ, ସହରର ବିଭିନ୍ନ ଚର୍ଚ୍ଚରେ ଚାଲିଛି ସ୍ୱତନ୍ତ୍ର ପ୍ରାର୍ଥନା

ଭୁବନେଶ୍ବର: ଆଜି ଗୁଡ୍‌ ପ୍ରାଇଡେ। ଖ୍ରୀଷ୍ଟଧର୍ମାବଲମ୍ବୀ ମାନଙ୍କ ପାଇଁ ଏକ ପବିତ୍ର ଦିନ। ଆଜିର ଦିନରେ ପ୍ରଭୂ ଯୀଶୁଖ୍ରୀଷ୍ଟଙ୍କୁ କ୍ରୁଶବିଦ୍ଧ କରି ମୃତ୍ୟୁ ଦିଆଯାଇଥିଲା।

ଜଗତର ମଙ୍ଗଳ କାମନା ପାଇଁ ପ୍ରଭୁ ଯୀଶୁ ପାପଭାର ନିଜେ ବହନ କରି ଆତ୍ମବଳି ଦେଇଥିଲେ। ଗୁଡ୍‌ ଫ୍ରାଇଡେ ଅବସରରେ ଗତକାଲି ସନ୍ଧ୍ୟାରୁ ସହରର ବିଭିନ୍ନ ଚର୍ଚ୍ଚରେ ସ୍ୱତନ୍ତ୍ର ପ୍ରାର୍ଥନା ଚାଲିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.