Below header

ଆଜି ଭଦ୍ରକରେ ପ୍ରସିଦ୍ଧ ବୁଢ଼ା ଗଣେଶଙ୍କ ଭସାଣ ଉତ୍ସବ

ଭଦ୍ରକ (କେନ୍ୟୁଜ୍) : ଆଜି ଭଦ୍ରକରେ ପ୍ରସିଦ୍ଧ ବୁଢ଼ା ଗଣେଶଙ୍କ ଭସାଣ ଉତ୍ସବ । ତାପୂର୍ବରୁ ଗତକାଲି ସନ୍ଧ୍ୟାରେ ପୁରୁଣା ବଜାର ଅଞ୍ଚଳରେ ପୋଲିସ ପକ୍ଷରୁ ଫ୍ଲାଗ ମାର୍ଚ୍ଚ କରାଯାଇଥିଲା । ଆଜି ଦିନ ୨ଟା ବେଳେ ଆରମ୍ଭ ହେବ ବୁଢ଼ା ଗଣେଶଙ୍କ ଉସାଣ ଉତ୍ସବ । ଏକ ବିରାଟ ଶୋଭାଯାତ୍ରା ପୁରୁଣା ବଜାର ଅଞ୍ଚଳ ପରିକ୍ରମା କରିବ । ଉସାଣ ଉତ୍ସବକୁ ଶାନ୍ତିଶୃଙ୍ଖଳାରେ ଶେଷ କରିବା ପାଇଁ ୧୮ ପ୍ଲାଟୁନ ଫୋର୍ସ ମୁତୟନ ହେବେ । ୮ ଜଣ ଡିଏସ୍ପି, ୧୮ ଜଣ ଇନିସପେକ୍ଟର, ୬୯ ଜଣ ଏସ୍ଆଇ ଓ ଏଏସଆଇଙ୍କୁ ଆଇନଶୃଙ୍ଖଳା ଓ ଟ୍ରାଫିକ୍ ନିୟନ୍ତ୍ରଣ ଦାୟିତ୍ୱ ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.