Below header

ଆଜି ଯୋଡା ଶ୍ରାବଣର ଶେଷ ସୋମବାର, ବାବା ଆଖଣ୍ଡଳମଣୀଙ୍କ ପୀଠରେ ଭକ୍ତଙ୍କ ପ୍ରବଳ ଭିଡ

ସଂକ୍ରାନ୍ତି ଠାରୁ ସଂକ୍ରାନ୍ତି ବ୍ରତ ପାଳନ କରୁଥିବା ଭକ୍ତଙ୍କ ପାଇଁ ଆଜି ଶ୍ରାବଣର ଶେଷ ସୋମବାର । ଏଥିପାଇଁ ଭଦ୍ରକ ଜିଲ୍ଲା ଆରଡିର ବାବା ଆଖଣ୍ଡଳମଣୀଙ୍କ ପୀଠରେ ଶହଶହ ବୋଲବମ୍ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଛି ।

ଚାନ୍ଦବାଲି(କେନ୍ୟୁଜ୍): ଆଜି ହେଉଛି ଯୋଡା ଶ୍ରାବଣର ଶେଷ ସୋମବାର । ସଂକ୍ରାନ୍ତି ଠାରୁ ସଂକ୍ରାନ୍ତି ବ୍ରତ ପାଳନ କରୁଥିବା ଭକ୍ତଙ୍କ ପାଇଁ ଆଜି ଶ୍ରାବଣର ଶେଷ ସୋମବାର । ଏଥିପାଇଁ ଭଦ୍ରକ ଜିଲ୍ଲା ଆରଡିର ବାବା ଆଖଣ୍ଡଳମଣୀଙ୍କ ପୀଠରେ ଶହଶହ ବୋଲବମ୍ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଛି ।

ବ୍ୟାରିକେଡରେ ଲମ୍ୱା ଲାଇନରେ ରହି ଶାନ୍ତିଶୃଙ୍ଖଳାର ସହ ଜଳଲାଗି କରୁଛନ୍ତି ଭକ୍ତ । ଶୃଙ୍ଖଳିତ ଜଳଲାଗି ପାଇଁ ପୋଲିସ ପ୍ରଶାସନ ତରଫରୁ ମନ୍ଦିର ସମେତ ବିଭିନ୍ନ ସ୍ଥାନରେ ପୋଲିସ ମୁତୟନ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.