ଆଜି ଯୋଡା ଶ୍ରାବଣର ଶେଷ ସୋମବାର, ବାବା ଆଖଣ୍ଡଳମଣୀଙ୍କ ପୀଠରେ ଭକ୍ତଙ୍କ ପ୍ରବଳ ଭିଡ
ଚାନ୍ଦବାଲି(କେନ୍ୟୁଜ୍): ଆଜି ହେଉଛି ଯୋଡା ଶ୍ରାବଣର ଶେଷ ସୋମବାର । ସଂକ୍ରାନ୍ତି ଠାରୁ ସଂକ୍ରାନ୍ତି ବ୍ରତ ପାଳନ କରୁଥିବା ଭକ୍ତଙ୍କ ପାଇଁ ଆଜି ଶ୍ରାବଣର ଶେଷ ସୋମବାର । ଏଥିପାଇଁ ଭଦ୍ରକ ଜିଲ୍ଲା ଆରଡିର ବାବା ଆଖଣ୍ଡଳମଣୀଙ୍କ ପୀଠରେ ଶହଶହ ବୋଲବମ୍ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଛି ।…