Below header

ଆଜି ମାଘ ସପ୍ତମୀ, ଚନ୍ଦ୍ରଭାଗାରେ ବୁଡ଼ ପକାଇଛନ୍ତି ଲକ୍ଷାଧିକ ଶ୍ରଦ୍ଧାଳୁ

ପୁରୀ: ଆଜି ମାଘ ସପ୍ତମୀ। ଚନ୍ଦ୍ରଭାଗାରେ ବୁଡ଼ ପକାଇଛନ୍ତି ଲକ୍ଷାଧିକ ଶ୍ରଦ୍ଧାଳୁ।ରାତିରେ ମାଟି ହାଣ୍ଡିରେ ଶ୍ରଦ୍ଧାଳୁମାନେ ରୋଷେଇ କରି ଖାଇବା ପରେ ସକାଳେ ବୁଡ଼ ପକାଇଛନ୍ତି । ବିଶ୍ୱାସ ରହିଛି ଗୋଟିଏ ବୁଡ଼ରେ, କୋଟିଏ ପୂଣ୍ୟ। ଭିଡ଼କୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡି କରାଯାଇଛି। ପାନୀୟ ଜଳ, ଖାଦ୍ୟ, ସ୍ୱଚ୍ଛତା ସହ ସୁରକ୍ଷା ଉପରେ ଗୁରୁତ୍ୱ ଦେଇଛି ପ୍ରଶାସନ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.