Below header

ଆଜି ବଜେଟ୍‌ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ୍‌, ଏହା ପୂର୍ବରୁ ଟିମ୍‌ ସହ ଶେଷ ଥର ପାଇଁ କରିଛନ୍ତି ବୈଠକ

ନୂଆଦିଲ୍ଲୀ: ଆଜି ବହୁ ପ୍ରତିକ୍ଷିତ କେନ୍ଦ୍ର ବଜେଟ୍‌ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ୍‌ ଆଜି ବଜେଟ୍‌ ଉପସ୍ଥାପନ କରିବେ । ଦିନ ୧୧ଟାରେ ବଜେଟ୍‌ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ । ବଜେଟରେ କେଉଁ ବର୍ଗକୁ ମିଳିବ ଗୁରୁତ୍ୱ । କାହା ଉପରେ ଫୋକସ୍‌ କରିବେ ସରକାର । ସାରା ଦେଶରେ ଆର୍ଥିକ ମାନ୍ଦାବସ୍ଥା ଚାଲୁଥିବା ବେଳେ ସରକାର କାହାକୁ ଗୁରୁତ୍ୱ ଦେଉଛନ୍ତି ତା ଉପରେ ରହିଛି ସମସ୍ତଙ୍କ ନଜର । ବଜେଟ୍‌ ଉପସ୍ଥାପନ ପୂର୍ବରୁ ଏଥିରେ ଶେଷ ସ୍ପର୍ଶ ଦେଇଛନ୍ତି ଅର୍ଥମନ୍ତ୍ରୀ । ପାରମ୍ପରିକ ଭାବେ ବଜେଟ୍‌ ଟିମ୍‌ ସହ ଶେଷ ଥର ପାଇଁ ବୈଠକ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.