ପବିତ୍ର ମାଘ ସପ୍ତମୀରେ ଚନ୍ଦ୍ରଭାଗାରେ ବୁଡ଼ ପକାଇବା ସହ ପିଣ୍ଡ ଦାନ କଲେ ଶ୍ରଦ୍ଧାଳୁ
ଗୋପ: ଆଜି ପବିତ୍ର ମାଘ ସପ୍ତମୀ । ଏହି ଅବସରରେ ଚନ୍ଦ୍ରଭାଗାରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ବିଶ୍ୱାସ ରହିଛି ଆଜିର ଦିନରେ ତୀର୍ଥରେ ସ୍ନାନ କରି ସୂର୍ଯ୍ୟ ଭଗବାନଙ୍କୁ ଜଳ ଅର୍ଘ୍ୟ ଦେଲେ ବହୁତ ଶୁଭ ଫଳ ମିଳିଥାଏ । ଏଥିପାଇଁ ମାଘସପ୍ତମୀରେ ଚନ୍ଦ୍ରଭାଗାରେ ବୁଡ଼…