Below header

ଆଜି ତେଲୁଗୁ ସମ୍ପ୍ରଦାୟର ବଡ ପର୍ବ ପୋଙ୍ଗଲ, ଚଳଚଞ୍ଚଳ ରେଶମୀ ସହର ବ୍ରହ୍ମପୁର

ବ୍ରହ୍ମପୁର: ଆଜି ହେଉଛି ପୋଙ୍ଗଲ । ଦକ୍ଷିଣ ଭାରତର ଏକ ପ୍ରମୁଖ ପର୍ବ । ପୋଙ୍ଗଲକୁ ନେଇ ଚଳଚଞ୍ଚଳ ରେଶମୀ ସହର ବ୍ରହ୍ମପୁର । ବିଶେଷ କରି ତେଲୁଗୁ ସମ୍ପ୍ରଦାୟର ଲୋକେ ଏହି ପର୍ବକୁ ବେଶ ଧୁମଧାମରେ ପାଳନ କରନ୍ତି । ଏହି ପର୍ବରେ ବିଳମ୍ବିତ ରାତିରୁ କାଠଗଣ୍ଡି ଜାଳି ପର୍ବ ଆରମ୍ଭ ହୋଇଛି । ଆବାଳ ବୃଦ୍ଧ ବନିତା ସମସ୍ତେ ଏଥିରେ ମସଗୁଲ ହୋଇ ପୂଜାର୍ଚ୍ଚନା ଆରମ୍ଭ କରି ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.