Below header
Browsing Tag

pongal

ନାଚ ଗୀତର ଆସର ଭିତରେ ପାଳନ ହୋଇଛି ପୋଙ୍ଗଲ ଉତ୍ସବ, ମନ ଭରି ଉପଭୋଗ କଲେ ସ୍ଥାନୀୟ ବାସିନ୍ଦା

ବ୍ରହ୍ମପୁର ସହର ସମେତ ସମଗ୍ର ଓଡ଼ିଶାରେ ତେଲୁଗୁ ଭାଷାଭାଷୀ ପକ୍ଷରୁ ପାଳନ ହେଉଛି ପୋଙ୍ଗଲ୍ ଉତ୍ସବ । ନାଚ, ଗୀତ ଓ ଖିଆପିଆର ଆସର ଭିତରେ ଚାରି ଦିନ ଧରି ଘରେ ଘରେ ପାଳନ ହୋଇଥାଏ ଏହି ପର୍ବ । ଗତକାଲି ବିଳମ୍ବିତ ରାତିରେ ପରମ୍ପରା ପ୍ରକାରେ ବିଭିନ୍ନ ସାହି ଛକରେ କାଠରେ ଅଗ୍ନି ସଂଯୋଗ କରି ଭୋଗୀ…

ରାଶନ କାର୍ଡଧାରୀଙ୍କୁ ମିଳିବ ୨୫୦୦ ଟଙ୍କା ! ୨.୫ କୋଟି ଲୋକ ଉଠାଇବେ ଫାଇଦା, ଜାଣନ୍ତୁ କେଉଁ ରାଜ୍ୟ ସରକାର କଲେ ଘୋଷଣା

ରାଶନ କାର୍ଡଧାରୀଙ୍କୁ ମିଳିବ ୨୫୦୦ ଟଙ୍କା। ଏହି ସ୍କିମର ଫାଇଦା ୨.୫ କୋଟି ଲୋକଙ୍କୁ ମିଳିବ। ଏଭଳି ନିଷ୍ପତ୍ତି ନେଇଛନ୍ତି ତାମିଲନାଡ଼ୁ ରାଜ୍ୟ ସରକାର। ତେବେ ସରକାର ଏହି ନିଷ୍ପତ୍ତି ପୋଙ୍ଗଲ ପର୍ବକୁ ନଜରରେ ରଖି ହିତାଧିକାରୀଙ୍କୁ ଭେଟି ଦେଇଛନ୍ତି। ଏହି ପ୍ରୋତ୍ସାହନ ରାଶି ୪ ଜାନୁଆରୀରୁ…

ଆଜି ତେଲୁଗୁ ସମ୍ପ୍ରଦାୟର ବଡ ପର୍ବ ପୋଙ୍ଗଲ, ଚଳଚଞ୍ଚଳ ରେଶମୀ ସହର ବ୍ରହ୍ମପୁର

ବ୍ରହ୍ମପୁର: ଆଜି ହେଉଛି ପୋଙ୍ଗଲ । ଦକ୍ଷିଣ ଭାରତର ଏକ ପ୍ରମୁଖ ପର୍ବ । ପୋଙ୍ଗଲକୁ ନେଇ ଚଳଚଞ୍ଚଳ ରେଶମୀ ସହର ବ୍ରହ୍ମପୁର । ବିଶେଷ କରି ତେଲୁଗୁ ସମ୍ପ୍ରଦାୟର ଲୋକେ ଏହି ପର୍ବକୁ ବେଶ ଧୁମଧାମରେ ପାଳନ କରନ୍ତି । ଏହି ପର୍ବରେ ବିଳମ୍ବିତ ରାତିରୁ କାଠଗଣ୍ଡି ଜାଳି ପର୍ବ ଆରମ୍ଭ ହୋଇଛି । ଆବାଳ…