Below header

ଝାରସୁଗୁଡ଼ା: ପରିତ୍ୟକ୍ତ ଘରୁ ୨୮୮ ବସ୍ତା ପିଡିଏସ୍‌ ଚାଉଳ ଜବତ ଘଟଣା, ୪ଆରପିଏଫ୍‌ ଅଧିକାରୀ ନିଲମ୍ବିତ

 ଝାରସୁଗୁଡ଼ା: ଚାଉଳ ଚୋର ଘଟଣାରେ ୪ ଜଣ ଆରପିଏଫ୍‌ ଅଧିକାରୀ ନିଲମ୍ବିତ । ଝାରସୁଗୁଡ଼ା ରାମ ମନ୍ଦିର ପାଖ ଏକ ପରିତ୍ୟକ୍ତ ଘରୁ ୨୮୮ ବସ୍ତା ପିଡିଏସ୍‌ ଚାଉଳ ଜବତ ଘଟଣାରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଘଟଣାରେ ଝାରସୁଗୁଡ଼ା ତେଳିଭଟ ଅଞ୍ଚଳର ତିନି ଜଣ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.