Below header

ବଡ଼ ଦୁର୍ଘଟଣାରୁ ବର୍ତ୍ତିଲା ମାଲବାହୀ ଟ୍ରେନ୍‌, ପୁରୁଣା କଟକ ସମ୍ବଲପୁର ରାସ୍ତାର ନିଧିପୁର ଷ୍ଟେସନ୍ ପାଖରେ ଅଲଗା ହେଲା ବଗି

କେନ୍ୟୁଜ୍: ବଡ଼ ଦୁର୍ଘଟଣାରୁ ବର୍ତ୍ତିଲା ମାଲବାହୀ ଟ୍ରେନ୍ । ଘଣ୍ଟିଖାଲ ନିଧିପୁର ଷ୍ଟେସନ୍ ପାଖରେ ମାଲବାହୀ ଟ୍ରେନ୍‌ରୁ ଅଲଗା ହେଲା ୫ଟି ବଗି । ପଛପଟୁ ୫ଟି ବଗିକୁ ଛାଡି କିଛି ଦୂରରେ ଇଞ୍ଜିନ୍ ଓ ଅନ୍ୟ ବଗି ଅଟକି ରହିଛି । ପୁରୁଣା କଟକ ସମ୍ବଲପୁର ରାସ୍ତାର ନିଧିପୁରଠାରେ ଲେବଲ କ୍ରସିଂରେ ରାସ୍ତା ଉପରେ ବଗି ରହିଯିବାରୁ ଉଭୟ ପଟୁ ଶହ ଶହ ଗାଡ଼ି ଅଟକି ରହିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.