Below header

ପୁରୀ ରେଳଷ୍ଟେସନ ପାର୍କିଂରେ ତାନ୍ତ୍ରିକ ବେଶରେ ବାବା

ପୁରୀ (କେନ୍ଯୁଜ୍) :  ପୁରୀ ରେଳଷ୍ଟେସନ ପାର୍କିଂରେ ବାବା ତାନ୍ତ୍ରିକ ବେଶରେ ବସିଥିବା ଦେଖିବାକୁ ମିଳିଥିଲା। ପାଖରେ ଖପୁରୀ ଓ ଅନ୍ୟାନ୍ୟ ଆପତ୍ତିଜନକ ଜିନିଷ ଥିବା ଦେଖିବାକୁ ମିଳିଥିଲା। ଏହାକୁ ଦେଖି ଟ୍ରେନ୍‌ରେ ଆସୁଥିବା ଯାତ୍ରୀ ଓ ପର‌୍ୟ୍ୟଟକ ଭୟଭୀତ ହୋଇ ପଡିଥିଲେ। ଘଟଣା ସଂପର୍କରେ ଆର୍‌ପିଏଫ୍‌କୁ ଖବର ଦିଆଯାଇଥିଲେ ମଧ୍ୟ ସେମାନେ ପହଞ୍ଚିନଥିବା ଅଭିଯୋଗ ହୋଇଛି। ଏହି ବାବା କେଉଁଆଡୁ ଓ କିଭଳି ଆସିଲେ  ତାହା ଜଣାପଡିନାହିଁ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.