Below header

ଭୁବନେଶ୍ୱରରୁ ୨ ଦୃଷ୍ଟିହୀନ ଛାତ୍ରୀ ନିଖୋଜ ! ଭଏସ୍‌ ରେକର୍ଡ ଓ ଚିଠି ଜବତ, ଖୋଳତାଡ କରୁଛି ପୋଲିସ୍

ଭୁବନେଶ୍ୱର(କେନ୍ଯୁଜ୍): ଭୁବନେଶ୍ୱରରୁ ୨ ଛାତ୍ରୀ ନିଖୋଜ ଅଭିଯୋଗ। ତାଙ୍କ ନାଁ ସୌମ୍ୟାଶ୍ୱେତା ବେହେରା ଓ ବିନୋଦିନୀ ସାମଲ। ସେମାନେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଛାତ୍ରୀ। ସହିଦନଗର ନିକଟରୁ ନିଖୋଜ ଥିବା ନେଇ ପରିବାର ଲୋକ ଅଭିଯୋଗ କରିଛନ୍ତି। ସବୁଠାରୁ ସମ୍ବଦନଶୀଳ କଥା ହେଲା ଛାତ୍ରୀ ୨ ଜଣ ଦେଖି ପାରନ୍ତି ନାହିଁ।

ଜଣେ ଭୁବନେଶ୍ୱରରେ ଡେ ସ୍କଲାର ଥିବାବେଳେ ଅନ୍ୟ ଜଣେ ହଷ୍ଟେଲରେ ରହୁଥିଲେ। ପୋଲିସ ଏନେଇ ଛାତ୍ରୀଙ୍କ ଭଏସ୍‌ ରେକର୍ଡ ଓ ଚିଠି ଜବତ କରିଛି। ଏଥିରେ ସେ ଦୁଇ ଜଣ ଏକ ଆଶ୍ରମକୁ ଯାଇଛନ୍ତି। ତେବେ କେଉଁ ଆଶ୍ରମକୁ ଯାଇଛନ୍ତି , କେମିତି ଗଲେ ସେନେଇ ଖୋଳତାଡ କରୁଛି ପୋଲିସ୍।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.