Browsing Tag

girl missing

NCRB ରିପୋର୍ଟରେ ଖୁଲାସା: ୨ ବର୍ଷରେ ଦେଶରୁ ୧୩ ଲକ୍ଷରୁ ଅଧିକ ଯୁବତୀ ଏବଂ ମହିଳା ନିଖୋଜ, ପ୍ରଥମରେ ମଧ୍ୟପ୍ରଦେଶ,…

ଦେଶରେ ୨୦୧୯ରୁ ୨୦୨୧ ଭିତରେ ୧୩.୧୩ ଲକ୍ଷରୁ ଅଧିକ ମହିଳା ନିଖୋଜ ହୋଇଯାଇଛନ୍ତି । ଏମାନଙ୍କ ମଧ୍ୟରୁ ଅଧିକ ସଂଖ୍ୟକ ମହିଳା ମଧ୍ୟପ୍ରଦେଶର ବୋଲି ଜଣାପଡିଛି । ଦ୍ୱିତୀୟ ସ୍ଥାନରେ ପଶ୍ଚିମବଙ୍ଗ ଓ ଚତୁର୍ଥ ସ୍ଥାନରେ ଓଡ଼ିଶା ରହିଛି। ଏହା ରାଷ୍ଟ୍ରୀୟ ଅପରାଧ ରେକର୍ଡ ବ୍ୟୁରୋ (NCRB) ଜାରି କରିଛି ।…

ମଥୁରାରୁ ଉଦ୍ଧାର ହେଲେ ରମାଦେବୀ ବିଶ୍ୱବିଦ୍ୟାଳୟର ଦୁଇ ଦୃଷ୍ଟିହୀନ ଛାତ୍ରୀ

ଭୁବନେଶ୍ବର(କେନ୍ଯୁଜ୍): ଦୁଇ ନିଖୋଜ ଦୃଷ୍ଟିହୀନ ଛାତ୍ରୀଙ୍କ ମିଳିଲା ପତ୍ତା। ରମାଦେବୀ ବିଶ୍ୱବିଦ୍ୟାଳୟର ଏହି ଦୁଇ ଛାତ୍ରୀଙ୍କୁ ଉତ୍ତରପ୍ରଦେଶର ମଥୁରାରୁ ଉଦ୍ଧାର କରାଯାଇଛି। ରଲେୱେ ପୋଲିସ୍ ଏମାନଙ୍କୁ ମଥୁରା ଷ୍ଟେସନରୁ ଉଦ୍ଧାର କରିଛି। ଦୁଇ ଦୃଷ୍ଟିହୀନ ଛାତ୍ରୀଙ୍କୁ ଆଣିବା ପାଇଁ…

ଭୁବନେଶ୍ୱରରୁ ୨ ଦୃଷ୍ଟିହୀନ ଛାତ୍ରୀ ନିଖୋଜ ! ଭଏସ୍‌ ରେକର୍ଡ ଓ ଚିଠି ଜବତ, ଖୋଳତାଡ କରୁଛି ପୋଲିସ୍

ଭୁବନେଶ୍ୱର(କେନ୍ଯୁଜ୍): ଭୁବନେଶ୍ୱରରୁ ୨ ଛାତ୍ରୀ ନିଖୋଜ ଅଭିଯୋଗ। ତାଙ୍କ ନାଁ ସୌମ୍ୟାଶ୍ୱେତା ବେହେରା ଓ ବିନୋଦିନୀ ସାମଲ। ସେମାନେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଛାତ୍ରୀ। ସହିଦନଗର ନିକଟରୁ ନିଖୋଜ ଥିବା ନେଇ ପରିବାର ଲୋକ ଅଭିଯୋଗ କରିଛନ୍ତି। ସବୁଠାରୁ ସମ୍ବଦନଶୀଳ କଥା ହେଲା ଛାତ୍ରୀ ୨…

ଦାଦନ ଖଟିବାକୁ ଯାଇ ନିଖୋଜ ଝିଅ, ଫେରାଇ ଆଣିବାକୁ ସରକାରଙ୍କୁ ପରିବାର ଲୋକଙ୍କ ଆକୁଳ ନିବେଦନ

ଆନନ୍ଦପୁର(କେନ୍ଯୁଜ୍): ଭବିଷ୍ଯତ ଗଢିବା ସମୟରେ ପରିବାର କଥା ଭାବି ଦାଦନ ଖଟିବାକୁ ଗଲେ । ହେଲେ ଏବେ ମିଳୁନି ପତ୍ତା। ଦାଦନ ଖଟିବାକୁ ଯାଇ ଏବେ ହୋଇଯାଇଛନ୍ତି ନିଖୋଜ। ଫେରିବା ବାଟକୁ ଚାହିଁ ଚାହିଁ ଗୁମୁରି କାନ୍ଦୁଛି ମା। ଆର୍ଥିକ ସଂକଟରୁ ମୁକ୍ତି ପାଇବା କୁ ଠିକାଦାର ସାଙ୍ଗରେ ନିଜ ଝିଅ…

କୋରାପୁଟ ଶହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ହସ୍ପିଟାଲରୁ ୪ ଦିନର ଶିଶୁ କନ୍ୟା ନିଖୋଜ ଅଭିଯୋଗ, ଥାନାରେ ମାମଲା ରୁଜୁ…

କୋରାପୁଟ: କୋରାପୁଟ ଶହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ହସ୍ପିଟାଲରୁ ୪ ଦିନର ଶିଶୁ କନ୍ୟା ନିଖୋଜ ଅଭିଯୋଗ । କୋରାପୁଟ ଟାଉନ ଥାନାରେ ମାମଲା ରୁଜୁ । SNCU ରୁ ଶିଶୁ କନ୍ୟା ହଜିଯାଇଥିବା ଅଭିଯୋଗ କରିଛନ୍ତି ପରିବାର । ଅଭିଯୋଗ ପାଇବା ପରେ ହସପିଟାଲକୁ ଯାଇ ତଦନ୍ତ ଆରମ୍ଭ କରିଛି ପୋଲିସ ।…

ପୁଣି ନୟାଗଡ଼ରେ ଚାଞ୍ଚଲ୍ଯ : ଦଧିପାଟଣା ଗାଁରୁ ତିନି ବର୍ଷର ଶିଶୁକନ୍ୟା ନିଖୋଜ

ନୟାଗଡ଼: ନୟାଗଡ଼ ଜିଲ୍ଲାରୁ ପୁଣି ଜଣେ ଶିଶୁକନ୍ୟା ନିଖୋଜ ଅଭିଯୋଗ। ମିଳିଥିବା ସୂଚନା ଅନୁଯାୟୀ, ନୟାଗଡ଼ ଜିଲ୍ଲାର ରଣପୁର ବ୍ଲକ୍ ଅନ୍ତର୍ଗତ ଦଧିପାଟଣା ଗାଁର ସଞ୍ଜୟ କୁମାର ସାହୁଙ୍କ ତିନି ବର୍ଷର ଝିଅ ହରପ୍ରିୟା ଦାଣ୍ଡରେ ଖେଳୁଥିବା ବେଳେ ନିଖୋଜ ହୋଇଯାଇଥିବା ଖବର ମିଳିଛି। ତେବେ ଏନେଇ…