Below header

ମଥୁରାରୁ ଉଦ୍ଧାର ହେଲେ ରମାଦେବୀ ବିଶ୍ୱବିଦ୍ୟାଳୟର ଦୁଇ ଦୃଷ୍ଟିହୀନ ଛାତ୍ରୀ

ଭୁବନେଶ୍ବର(କେନ୍ଯୁଜ୍): ଦୁଇ ନିଖୋଜ ଦୃଷ୍ଟିହୀନ ଛାତ୍ରୀଙ୍କ ମିଳିଲା ପତ୍ତା। ରମାଦେବୀ ବିଶ୍ୱବିଦ୍ୟାଳୟର ଏହି ଦୁଇ ଛାତ୍ରୀଙ୍କୁ ଉତ୍ତରପ୍ରଦେଶର ମଥୁରାରୁ ଉଦ୍ଧାର କରାଯାଇଛି। ରଲେୱେ ପୋଲିସ୍ ଏମାନଙ୍କୁ ମଥୁରା ଷ୍ଟେସନରୁ ଉଦ୍ଧାର କରିଛି। ଦୁଇ ଦୃଷ୍ଟିହୀନ ଛାତ୍ରୀଙ୍କୁ ଆଣିବା ପାଇଁ କମିଶନରେଟ୍‌ ପୋଲିସର ଏକ ଟିମ୍‌ ଏବେ ଉତ୍ତରପ୍ରଦେଶ ଯାଇଛି।

ସୂଚନା ଥାଉକି, ଭୁବନେଶ୍ୱରରୁ ୨ ଛାତ୍ରୀ ନିଖୋଜ ନେଇ ହୋଇଥିଲା ଅଭିଯୋଗ। ତାଙ୍କ ନାଁ ସୌମ୍ୟାଶ୍ୱେତା ବେହେରା ଓ ବିନୋଦିନୀ ସାମଲ। ସେମାନେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଛାତ୍ରୀ ବୋଲି ଜଣାପଡିଥିଲା। ସହିଦନଗର ନିକଟରୁ ନିଖୋଜ ଥିବା ନେଇ ପରିବାର ଲୋକ ଅଭିଯୋଗ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.