Below header

ଆନନ୍ଦପୁର: ଜଙ୍ଗଲୀ ଗୟଳ ଆକ୍ରମଣରେ ଦୁଇ ଗୁରୁତର

ଆନନ୍ଦପୁର(କେନ୍ୟୁଜ୍): ଜଙ୍ଗଲୀ ଗୟଳ ଆକ୍ରମଣରେ ଦୁଇ ଗୁରୁତର । ଆନନ୍ଦପୁର ଉପଖଣ୍ଡ ପଦ୍ମପୁର ଗାଁରେ ଘଟଣା ଘଟିଛି । ଗୁରୁତରଙ୍କୁ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗାଁର ଚିନ୍ତାମଣି ସାହୁ ଓ ଧର ବେହେରା ବଜାରରୁ ଘରକୁ ଫେରୁଥିବା ବେଳେ ଦୁଇଟି ଜଙ୍ଗଲି ଗୟଳ ଆକ୍ରମଣ କରିଥିଲା ।

ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି। ଘଟଣା ପରେ ଆତଙ୍କିତ ଅବସ୍ଥାରେ ଅଛନ୍ତି ଗ୍ରାମବାସୀ । ଦୁଇଟି ଗୟଳ ଗାଁରେ ଲୁଚି ରହିଥିବା ଜଣାପଡିଛି । ତୁରନ୍ତ ସେମାନଙ୍କୁ ଘଉଡାଇବାକୁ ଦାବି କରିଛନ୍ତି ଗ୍ରାମବାସୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.