Below header

ବ୍ରହ୍ମଗିରି ହଳଦିଆ ଛକରେ ଭାରସାମ୍ୟ ହରାଇ ଗଛରେ ପିଟିଲା କାର୍, ଡ୍ରାଇଭର ସମେତ ୨ ମୃତ

ବ୍ରହ୍ମଗିରି(କେନ୍ୟୁଜ୍‌): ଗଛରେ ପିଟିହେଲା କାର୍, ୨ ମୃତ । ବ୍ରହ୍ମଗିରି ହଳଦିଆ ଛକରେ ଭାରସାମ୍ୟ ହରାଇ ଗଛରେ ପିଟିଲା କାର । ଦୁର୍ଘଟଣାରେ ଡ୍ରାଇଭର ସମେତ ଦୁଇ ମୃତ । ମୃତ ଅରଖକୁଦା ମେରାଇନ୍‌ ଥାନା ସହଦେବପୁର ଗାଁର ଧୀରେନ୍ଦ୍ର ପଲାଇ ଓ ଡ୍ରାଇଭର ଭଗବାନପୁର ଗାଁର ନବାବ ଖାଁ । ଖବର ପାଇ ବ୍ରହ୍ମଗିରି ଦମକଳ ବାହୀନୀ ପହଞ୍ଚି କାରରୁ ମୃତଦେହ ଉଦ୍ଧାର କରିଛନ୍ତି । ଘଟଣାସ୍ଥଳରେ ପୁରୀ ସଦର ପୋଲିସର ତଦନ୍ତ ଜାରି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.