Below header

ବୋଲେରୋ-ଟ୍ରକ ମୁହାଁ ମୁହିଁ ,୨ ମୃତ ୨ ଗୁରୁତର

ବୋଲେରୋ ଓ ଟ୍ରକ ମୁହାଁମୁହିଁ ହେବ ଯୋଗୁ ୨ ଜଣଙ୍କର ମୃତ୍ୟୁ ଘଟିଛି l ଖଡ଼ିଆଳ - ବଙ୍ଗୋମୁଣ୍ଡା 59 ନ ଜାତୀୟ ରାଜପଥର ଫୁଗୁଡା ଛକ ନିକଟରେ ଘଟିଛି ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା l

କଣ୍ଟାବାଞ୍ଜି : ବୋଲେରୋ ଓ ଟ୍ରକ ମୁହାଁମୁହିଁ ହେବ ଯୋଗୁ ୨ ଜଣଙ୍କର ମୃତ୍ୟୁ ଘଟିଛି l ଖଡ଼ିଆଳ – ବଙ୍ଗୋମୁଣ୍ଡା 59 ନ ଜାତୀୟ ରାଜପଥର ଫୁଗୁଡା ଛକ ନିକଟରେ ଘଟିଛି ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା l ଘଟଣାସ୍ଥଳରେ ବୋଲେରୋ ଗାଡିର ୨ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି l

ମୃତକ ବରଗଡ଼ ଜିଲ୍ଲା ଗାଇସିଲେଟ ଥାନା ପହଁରେନମୁଣ୍ଡା ଗାଁର ଲିଙ୍ଗରାଜ ସରାଫ ଓ କିଶୋର ଦାସ ବୋଲି ଜଣାପଡିଛି l ୨ ଗୁରୁତରଙ୍କୁ ଦମକଳ ବାହନୀ ପହଁଚି କଣ୍ଟାବାଞ୍ଜି ଡାକ୍ତରଖାନାକୁ ନେଇଛନ୍ତି l ଘଟଣା ସ୍ଥଳରେ ବଙ୍ଗୋମୁଣ୍ଡା ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.