Below header

ଶୋଇଥିବାବେଳେ କାମୁଡ଼ିଲା ସାପ, ଦୁଇ ନାବାଳିକା ମୃତ

ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକ ବରଗାଁ ପଞ୍ଚାୟତ ଗୌରୀବେଙ୍ଗଶ ଗାଁରେ ଅଭାବନୀୟ ଘଟଣା । ଶୋଇଥିବାବେଳେ ସାପ କାମୁଡାରେ ଦୁଇ ନାବାଳିକା ମୃତ । ଗୁରୁତର ଅବସ୍ଥାରେ ଉଭୟଙ୍କୁ କଣ୍ଟାମାଳ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଡାକ୍ତରରେ ଉଭୟଙ୍କୁ ସେଠାରେ ମୃତ ଘୋଷଣା କରିଛନ୍ତି ।

କଣ୍ଟାମାଳ(କେନ୍ୟୁଜ): ସାପ କାମୁଡାରେ ଦୁଇ ନାବାଳିକା ମୃତ । ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକ ବରଗାଁ ପଞ୍ଚାୟତ ଗୌରୀବେଙ୍ଗଶ ଗାଁରେ ଅଭାବନୀୟ ଘଟଣା । ମୃତକ ସେହି ଗାଁର ସୌରୀନ୍ଦ୍ରୀ ନାୟକ ଓ ଝରଣା ଭୋଇ । ରାତିରେ କେନ୍ଦୁପତ୍ର ଫଡ଼ିରେ କାମ କରି ଶୋଇଥିବାବେଳେ ସାପ କାମୁଡିଥିଲା । ଗୁରୁତର ଅବସ୍ଥାରେ ଉଭୟଙ୍କୁ କଣ୍ଟାମାଳ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଡାକ୍ତରରେ ଉଭୟଙ୍କୁ ସେଠାରେ ମୃତ ଘୋଷଣା କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.