Browsing Tag

minors died

ଶୋଇଥିବାବେଳେ କାମୁଡ଼ିଲା ସାପ, ଦୁଇ ନାବାଳିକା ମୃତ

କଣ୍ଟାମାଳ(କେନ୍ୟୁଜ): ସାପ କାମୁଡାରେ ଦୁଇ ନାବାଳିକା ମୃତ । ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକ ବରଗାଁ ପଞ୍ଚାୟତ ଗୌରୀବେଙ୍ଗଶ ଗାଁରେ ଅଭାବନୀୟ ଘଟଣା । ମୃତକ ସେହି ଗାଁର ସୌରୀନ୍ଦ୍ରୀ ନାୟକ ଓ ଝରଣା ଭୋଇ । ରାତିରେ କେନ୍ଦୁପତ୍ର ଫଡ଼ିରେ କାମ କରି ଶୋଇଥିବାବେଳେ ସାପ କାମୁଡିଥିଲା । ଗୁରୁତର…