ଭବାନୀପାଟଣା : ଜେଲ୍ ପାଚେରୀ ଡେଇଁ କଏଦୀ ଚମ୍ପଟ
ଜେଲରୁ ଜଣେ କଏଦୀ ପାଚେରୀ ଡେଇଁ ଚମ୍ପଟ ହୋଇଯାଇଥିବା ଜଣାଯାଇଛି । କଳାହାଣ୍ଡି ଏମ ରାମପୁଣ ସବ୍ ଜେଲରୁ ଚମ୍ପଟ ମାରିଛି ଏହି କଏଦୀ ଜଣକ । ସେ ବିଚାରାଧିନ କଏଦୀ ଭାବେ ଏମ ରାମପୁଣ ସବ୍ ଜେଲରେ ଥିଲେ । ଗତକାଲି ରାତିରେ ଜେଲରୁ ସେ ଖସିଯାଇଛି ।
![sub jail](https://knewsodisha.com/wp-content/uploads/2023/02/sub-jail.jpg)
କେନ୍ୟୁଜ୍ ବ୍ୟୁରୋ : ଜେଲରୁ ଜଣେ କଏଦୀ ପାଚେରୀ ଡେଇଁ ଚମ୍ପଟ ହୋଇଯାଇଥିବା ଜଣାଯାଇଛି । କଳାହାଣ୍ଡି ଏମ ରାମପୁଣ ସବ୍ ଜେଲରୁ ଚମ୍ପଟ ମାରିଛି ଏହି କଏଦୀ ଜଣକ । ସେ ବିଚାରାଧିନ କଏଦୀ ଭାବେ ଏମ ରାମପୁଣ ସବ୍ ଜେଲରେ ଥିଲେ । ଗତକାଲି ରାତିରେ ଜେଲରୁ ସେ ଖସିଯାଇଛି । କଏଦୀ ଜଣକ ଏକ ଘରୋଇ ଗଣ୍ଡଗୋଳ ମାମଲାରେ ଜେଲରେ ଥିଲେ । ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି କଏଦୀକୁ ଖୋଜୁଛି ।