Below header

ରେଳ ଧାରଣାରେ ପଡିଛି ଯୁବକଙ୍କ ଖଣ୍ଡବିଖଣ୍ଡିତ ମୃତଦେହ

ରେଳ ଧାରଣାରେ ପଡିଛି ଯୁବକଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ। ବଲାଙ୍ଗୀର ସଇଁତଳା ରେଳ ଷ୍ଟେସନରୁ ୧୦୦ ମିଟର ଦୂରରେ ଜଣେ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଗତକାଲି ବିଳମ୍ବିତ ରାତିରେ ଟ୍ରେନ ଧକ୍କାରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି।

ଟିଟିଲାଗଡ(କେନ୍ୟୁଜ): ରେଳ ଧାରଣାରେ ପଡିଛି ଯୁବକଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ। ବଲାଙ୍ଗୀର ସଇଁତଳା ରେଳ ଷ୍ଟେସନରୁ ୧୦୦ ମିଟର ଦୂରରେ ଜଣେ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଗତକାଲି ବିଳମ୍ବିତ ରାତିରେ ଟ୍ରେନ ଧକ୍କାରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ତେବେ ଏହା ହତ୍ୟା ନା ଯୁବକ ଜଣକ ନିଜେ ନିଜ ଇଚ୍ଛାରେ ଜୀବନ ହାରିଛନ୍ତି ସେନେଇ ଜଣାପଡି ନ ଥିବା ବେଳେ ଯୁବକଙ୍କ ପରିଚୟ ମିଳିପାରିନାହିଁ। ବର୍ତ୍ତମାନ ସୁଦ୍ଧା ପୋଲିସ ପହଁଚି ନାହିଁ  ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.