Below header

ଭଦ୍ରକ ସନ୍ଥିଆ ଠାରେ ଥିବା ପ୍ରସିଦ୍ଧ ମଦନ ମୋହନ ଓ ଗୋବିନ୍ଦ ଜୀଉ ମନ୍ଦିରର ଦୁଇଟି ହୁଣ୍ଡି ଭାଙ୍ଗି ଲୁଟ୍

ମନ୍ଦିର ହୁଣ୍ଡି ଭାଙ୍ଗି ଲୁଟ୍ । ଭଦ୍ରକ ସନ୍ଥିଆ ଠାରେ ଥିବା ପ୍ରସିଦ୍ଧ ପୁରାତନ ମଦନ ମୋହନ ମନ୍ଦିର ଓ ଗୋବିନ୍ଦ ଜୀଉ ମନ୍ଦିରର ଦୁଇଟି ହୁଣ୍ଡି ଭାଙ୍ଗି ଦେଇଛନ୍ତି ଦୁର୍ବୃତ୍ତ। ଦାନ ଟଙ୍କା ସହ ଠାକୁରଙ୍କ ସୁନା ଓ ରୁପା ଅଳଙ୍କାରକୁ ମଧ୍ୟ ଲୁଟି ନେଇଛନ୍ତି ଦୁର୍ବୁତ୍ତ ।

ଭଦ୍ରକ(କେନ୍ୟୁଜ):  ମନ୍ଦିର ହୁଣ୍ଡି ଭାଙ୍ଗି ଲୁଟ୍ । ଭଦ୍ରକ ସନ୍ଥିଆ ଠାରେ ଥିବା ପ୍ରସିଦ୍ଧ ପୁରାତନ ମଦନ ମୋହନ ମନ୍ଦିର ଓ ଗୋବିନ୍ଦ ଜୀଉ ମନ୍ଦିରର ଦୁଇଟି ହୁଣ୍ଡି ଭାଙ୍ଗି ଦେଇଛନ୍ତି ଦୁର୍ବୃତ୍ତ। ଦାନ ଟଙ୍କା ସହ ଠାକୁରଙ୍କ ସୁନା ଓ ରୁପା ଅଳଙ୍କାରକୁ ମଧ୍ୟ ଲୁଟି ନେଇଛନ୍ତି ଦୁର୍ବୁତ୍ତ ।

ଗତକାଲି ବିଳମ୍ବିତ ରାତ୍ରିରେ ପ୍ରଥମେ ମନ୍ଦିର ଗେଟ ତାଲା ଭାଙ୍ଗିବା ପରେ ହୁଣ୍ଡି ବାକ୍ସ ଭାଙ୍ଗି ନେଇଥିଲେ। ଲୁଟ ପରେ ଖାଲି ହୁଣ୍ଡି ବାକ୍ସକୁ ବିଲରେ ପକାଇ ଫେରାର ହୋଇଯାଇଛନ୍ତି। ଗାଁଲୋକେ ଓ ପୂଜକ ସକାଳେ ପୁରୁଣାବଜାର ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.