Browsing Tag

temple loot

ମା ଦକ୍ଷିଣ କାଳୀଙ୍କ ମନ୍ଦିରରୁ ଚୋରି, ୩ଲକ୍ଷରୁ ଅଧିକ ଟଙ୍କାର ଅଳଙ୍କାର ଲୁଟ୍

ନରସିଂହପୁର : କଟକ ନରସିଂହପୁର ବ୍ଲକ ବାଲିଝରିରେ ମା ଦକ୍ଷିଣ କାଳୀଙ୍କ ମନ୍ଦିରରୁ ଚୋରି । ଗତକାଲି ରାତିରେ ମନ୍ଦିର ଭିତରେ ପଶି ମାଆଙ୍କ ସୁନା ଅଳଙ୍କାର ଲୁଟି ନେଇଛନ୍ତି ଦୁର୍ବୃତ୍ତ । ଲୁଟ୍ ଅଳଙ୍କାରର ମୂଲ୍ୟ ୩ଲକ୍ଷରୁ ଅଧିକ ଟଙ୍କା ହେବ । ଆଜି ସକାଳୁ ପୂଜକ ମନ୍ଦିର ଯିବା ପରେ କବାଟ ତାଲା…

ଶିରୁଳି ମହାବୀର ମନ୍ଦିରରୁ ଚୋରି, ଗ୍ରୀଲ କାଟି ପ୍ରସ୍ଥାନ ପଟେ ପଶି ହୁଣ୍ଡି ଲୁଟିନେଲେ ଦୁର୍ବୃତ୍ତ

ପୁରୀ : ପୁରୀ ଶିରୁଳି ମହାବୀର ମନ୍ଦିରରୁ ଚୋରି । ଲୁଟେରାମାନେ ପ୍ରସ୍ଥାନ ପଟେ ଲୁହା ଗେଟ କାଟି ମନ୍ଦିରରେ ପ୍ରବେଶ ପରେ ଲୁଟ କରିଥିବା ଜଣାପଡ଼ିଛି । ଲୁଟେରାମାନେ ଦାନବାକ୍ସ ସହ ମନ୍ଦିରରୁ ଅନ୍ୟାନ୍ୟ ସାମଗ୍ରୀ ଲୁଟି ନେଇଥିବା ଅଭିଯୋଗ ହୋଇଛି । ଦାନବାକ୍ସରେ ଲକ୍ଷାଧିକ ଟଙ୍କା ଥିବା ମନ୍ଦିର…

ଶୈଳଶ୍ରୀ କ୍ଷେତ୍ର ଜଗନ୍ନାଥ ମନ୍ଦିରରୁ ଚୋରି, ଶ୍ରୀଜୀଉଙ୍କ ୩ଟି ମଥାମଣି ଲୁଟିନେଲେ ଦୁର୍ବୃତ୍ତ

ଅନୁଗୁଳ : ଅନୁଗୁଳ ଶୈଳଶ୍ରୀ କ୍ଷେତ୍ର ଜଗନ୍ନାଥ ମନ୍ଦିରରୁ ଚୋରି । ହୁଣ୍ଡି ଭାଙ୍ଗିବା ସହିତ ଶ୍ରୀଜୀଉଙ୍କ ୩ଟି ମଥାମଣି ଲୁଟିନେଲେ ଦୁର୍ବୃତ୍ତ । ମନ୍ଦିର ପୂଜକ ନୀତିକାନ୍ତି ପାଇଁ ଆସି ଲୁଟ ହୋଇଥିବା ଦେଖିବା ପରେ ପୋଲିସକୁ ସୂଚନା ଦେଇଥିଲେ । ଚୋରମାନେ ମନ୍ଦିରର ଅନ୍ୟ ତାଲା ଗୁଡିକ…

ଜଗନ୍ନାଥଙ୍କ ତିନୋଟି ମଥା ମଣି ସହ ହୁଣ୍ଡି ଭାଙ୍ଗି ଲୁଟିନେଲେ ଦୁର୍ବୁତ୍ତ

ଅନୁଗୁଳ: ଏମିତି କଳିଯୁଗ ଆସିଲା ଏଠି ମଣିଷ ତ ଦୁରର କଥା ଭଗବାନଙ୍କୁ ବି ଡରୁନାହାନ୍ତି ଦୁର୍ବୁତ୍ତ । ନିଜ ସ୍ୱାର୍ଥ ପାଇଁ ଜଗତରନାଥ ଜଗନ୍ନାଥଙ୍କୁ ବି ଦେଉଛନ୍ତି ଚ୍ୟାଲେଞ୍ଜ । ମନ୍ଦିର ଉପରେ ଏବେ ଚୋରଙ୍କ ଲୋଲୁପ ଦୃଷ୍ଟି । ସବୁ ସୀମା ପାର୍ କରୁଛନ୍ତି ଏ ଚୋରମାନେ । ଶେଷରେ ଠାକୁରଙ୍କୁ ବି…

ମନ୍ଦିରରେ ଚୋରି କରିବା ପୂର୍ବରୁ ଭଗବାନଙ୍କୁ ମୁଣ୍ଡିଆ ମାରିଲା ଚୋର, ସିସିଟିଭିରେ କଏଦ ହେଲା ଦୃଶ୍ୟ

“ଚୋର କହେ ପ୍ରଭୁ ତୁମେ ହିଁ ଭରଷା ଚୋରି କରିବାକୁ ଗଲେ । ଧନୀ କହେ ପ୍ରଭୁ ତୁମେ ହିଁ ଭରଷା, ରାତିରେ ଶେଯକୁ ଗଲେ । ତେବେ କାହା ଡାକ ତୁମେ ଶୁଣ, କୁହକୁହ ପ୍ରଭୁ ନାରାୟଣ” । ନବେ ଦଶକରେ ଏମିତି ଏକ ଚର୍ଚ୍ଚିତ ଭଜନ, ଗାଁ ଠୁ ସହର ପ୍ରତ୍ୟେକ ଗଳି-କନ୍ଦିରେ, ଟେପ୍ ରେକର୍ଡ଼ରେ ବାଜୁଥିଲା ଏହି…

ମନ୍ଦିରରେ କଳାକନା ବୁଲାଇଲେ ଚୋର, ହୁଣ୍ଡି ଭାଙ୍ଗି ଲୁଟ

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ପାଟପୁର ଥାନା ପଳାସପୁର ବୁଦ୍ଧେଶ୍ୱର ମନ୍ଦିରରେ ଗତକାଲି ରାତିରେ ଚୋର ମାନେ ପଶି କଳା କନା ବୁଲାଇ ଛନ୍ତି l ଚୋର ମାନେ ପଶି ଦାନ ହୁଣ୍ଡି ଭାଙ୍ଗି ଦାନ ଅର୍ଥ କୁ ଲୁଟି ନେଇଯିବା ସହ କିଛି ଆସବାସ ପତ୍ର କୁ ମଧ୍ୟ ନେଇଯାଇଥିବା ଅଭିଯୋଗ ହୋଇଛି l ସକାଳେ ମନ୍ଦିର…

ଠାକୁରଙ୍କୁ ବି ଛାଡୁ ନାହାନ୍ତି ଦୁର୍ବୃତ୍ତ: ମା ଭୈରବୀ ଓ ଶନି ମନ୍ଦିରର ତାଲା ଭାଙ୍ଗି ଲୁଟ

ରେଢାଖୋଲ: ମନ୍ଦିରରୁ ଚୋରି । ଠାକୁରଙ୍କୁ ବି ଛାଡୁ ନାହାନ୍ତି ଦୁର୍ବୃତ୍ତ । ରେଢାଖୋଲ ଥାନା କଦଳୀଗଡ଼ର ବାବା ବୈଦ୍ରନାଥ ମନ୍ଦିର ପରିସରରେ ଥିବା ମା ଭୈରବୀଙ୍କ ମନ୍ଦିରରୁ ଚୋରି ହୋଇଛି । ମନ୍ଦିରର ତାଲା ଭାଙ୍ଗି ପିତ୍ତଳ ନିର୍ମିତ ଦୁର୍ଗା ମୂର୍ତ୍ତି ଚୋରି କରି ନେଇ ଯାଇଛନ୍ତି ଲୁଟେରା । ଏହାସହ…

ଭଦ୍ରକରେ ଚାଞ୍ଚଲ୍ୟ: ୪ ମନ୍ଦିରରୁ ତାଲାଭାଙ୍ଗି କଳାକନା ବୁଲାଇଲେ ଲୁଟେରା

ଭଦ୍ରକ: ଲୁଟେରାଙ୍କ ଟାର୍ଗେଟରେ ମନ୍ଦିର । ୪ ମନ୍ଦିରରୁ କଲେ ସିରିଜ୍ ଲୁଟ୍ । ଭଦ୍ରକ ପୌରପାଳିକା ୨୮ ନମ୍ବର ୱାର୍ଡ ଗରଦପୁରର ନୂଆସାହିରେ ଥିବା ୪ଟି ମନ୍ଦିରରୁ ଚୋରି ହୋଇଛି । ମଙ୍ଗଳା, ଶିବ, ରାଧାକୃଷ୍ଣ ଓ ହନୁମାନ ମନ୍ଦିରରେ କଳାକନା ବୁଲାଇଛନ୍ତି ଦୁର୍ବୃତ୍ତ । ମଙ୍ଗଳା ମନ୍ଦିରର ତାଲା…

ମା ତାରାତାରିଣୀ ପରେ ନିର୍ମଳଝର ମନ୍ଦିରରୁ ହୁଣ୍ଡି ଭାଙ୍ଗିଲେ ଲୁଟେରା, ନେଇଗଲେ ଟଙ୍କା ଓ ପୂଜା ସାମଗ୍ରୀ

ଗଞ୍ଜାମ: ଚୋରଙ୍କ ଟାର୍ଗେଟରେ ମନ୍ଦିର । ୨ଦିନ ତଳେ ଗଞ୍ଜାମ ଜିଲ୍ଲାର ଅଧିଷ୍ଟାତ୍ରୀ ଦେବୀ ମା ତାରାତାରିଣୀଙ୍କ ମନ୍ଦିରରୁ ଚୋରି ହୋଇଥିଲା । ପୁଣି କାଲି ବିଳମ୍ବିତ ରାତିରେ ଖଲ୍ଲିକୋଟ ନିର୍ମଳଝର ମନ୍ଦିରରୁ ଚୋରି ହୋଇଛି । ମନ୍ଦିର ପରିସରରେ ଥିବା ଜଗନ୍ନାଥ ମନ୍ଦିର ଓ ଶିବ ମନ୍ଦିରର ହୁଣ୍ଡି…

ମା କିଚକେଶ୍ୱରୀଙ୍କ ମନ୍ଦିରରେ ଚୋରି, ତାଲା ଭାଙ୍ଗି କଳାକନା ବୁଲାଇଦେଲେ ଲୁଟେରା

କରଞ୍ଜିଆ : ମୟୁରଭଞ୍ଜ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା କିଚକେଶ୍ୱରୀଙ୍କ ମନ୍ଦିର ଚୋରି ।  ଗତ କାଲି ବିଳମ୍ବିତ ରାତିରେ ଲୁଟେରାମାନେ ମନ୍ଦିର ଦାନ ହୁଣ୍ଡି ଭାଙ୍ଗିବା ସହିତ ଖିଚିଂ ସଂଗ୍ରହାଳୟରେ ତାଲା ଭାଙ୍ଗି ଆଲମୀରା ଭାଙ୍ଗି ଦେଇଛନ୍ତି । ତେବେ କ’ଣ ଚୋରି ହୋଇଛି ତାହା ସ୍ପଷ୍ଟ ହୋଇନି ।…

ବିଳମ୍ବିତ ରାତିରେ ମନ୍ଦିରରେ ପଶି ଲୁଟିନେଲେ ଠାକୁରାଣୀଙ୍କ ଆଖି ଓ ସୁନା ମୁକୁଟ

ଗୋପ: କି କଳି ଯୁଗ ହେଲା..ଶେଷରେ ଠାକୁରାଣୀଙ୍କୁ ବି ଛାଡିଲେନି? ମନ୍ଦିରରେ ପଶି ବୁଲାଇଲେ କଳାକନା । ମନ୍ଦିର ଉପରେ ଚୋରଙ୍କ ଲୋଲୁପ ଦୃଷ୍ଟି ।  ଥମିବାର ନା ନେଉନାହିଁ ମନ୍ଦିରରୁ ଚୋରି ଘଟଣା । ବିଭିନ୍ନ  ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ମନ୍ଦିରରୁ ହେଉଛି ସିରିଜ୍ ଲୁଟ୍ । ପୋଲିସ୍ ସାଜିଛି…

ଜଗନ୍ନାଥ ମନ୍ଦିର ହୁଣ୍ଡି ଭାଙ୍ଗି ଲୁଟିନେଲ ଦୁର୍ବୃତ୍ତ

କୋଣାର୍କ : ରଥଯାତ୍ରା ଚାଲିଥିବା ବେଳେ କୋଣାର୍କ ଜଗନ୍ନାଥ ମନ୍ଦିରରୁ ଦିନ ଦ୍ୱିପ୍ରହରରେ ହୁଣ୍ଡି ଭାଙ୍ଗି ଦାନ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ । ଦିନ ଦିପହରରେ ମନ୍ଦିରରୁ ଚୋରି ନେଇ କୋଣାର୍କ ଥାନାରେ ଅଭିଯୋଗ ହୋଇଛି l ରଥଯାତ୍ରା ସମୟରେ ମନ୍ଦିରରେ ତିନି ଠାକୁର ନଥିବାର ସୁଯୋଗ ନେଇ ହୁଣ୍ଡୀ…