Below header

ଭଗବାନଙ୍କୁ ଛାଡ଼ିଲେନି, ଲକ୍ଷାଧିକ ଟଙ୍କା ଚୋରି କରିବା ସହ ମାଆଙ୍କ ଆଖି ତାଡ଼ି ନେଲେ

ମା’ଙ୍କ ମନ୍ଦିରରୁ ଚୋରି । ଲକ୍ଷାଧିକ ଟଙ୍କାର ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ । ଭୁବନେଶ୍ବର ମଞ୍ଚେଶ୍ବର ଥାନା ଜାଗୁଳେଇ ଗ୍ରାମଦେବତୀଙ୍କ ମନ୍ଦିରରୁ ଚୋରି ହୋଇଛି। ଗତକାଲି ରାତିରେ ମାଆଙ୍କ ଅଳଙ୍କାର ନେଇଯାଇଛନ୍ତି ଦୁର୍ବୃତ୍ତ ।

ଭୁବନେଶ୍ୱର (କେନ୍ୟୁଜ୍‌) : ମା’ଙ୍କ ମନ୍ଦିରରୁ ଚୋରି । ଲକ୍ଷାଧିକ ଟଙ୍କାର ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ । ଭୁବନେଶ୍ବର ମଞ୍ଚେଶ୍ବର ଥାନା ଜାଗୁଳେଇ ଗ୍ରାମଦେବତୀଙ୍କ ମନ୍ଦିରରୁ ଚୋରି ହୋଇଛି। ଗତକାଲି ରାତିରେ ମାଆଙ୍କ ଅଳଙ୍କାର ନେଇଯାଇଛନ୍ତି ଦୁର୍ବୃତ୍ତ । ଏପରିକି ମାଆଙ୍କ ରୂପାର ଆଖି ତାଡି ନେଇଛନ୍ତି। ଏହାସହ ମୁକୁଟ ଓ ପିତଳ ସାମଗ୍ରୀ ମଧ୍ୟ ଲୁଟ୍ ହୋଇଛି । ସିସିଟିଭିରେ କଏଦ ହୋଇଛି ଲୁଟର ଦୃଶ୍ୟ । ୩ଜଣ ଲୁଟେରା ଆସି ଚୋରି କରିଥିବା ଜଣାପଡିଛି । ସିସିଟିଭି ଫୁଟେଜକୁ ଜବତ କରି ତଦନ୍ତ କରୁଛି ମଞ୍ଚେଶ୍ବର ଥାନା ପୋଲିସ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.