କୂଅ ଭିତରୁ ଦୁଇ ଯାଆଁଳା ଶିଶୁ ଉଦ୍ଧାର

ଅନୁଗୋଳ ଜିଲ୍ଲାରେ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ତିନି ମାସର ଦୁଇ ଶିଶୁର ମୃତ ଦେହ କୂଅରୁ ଉଦ୍ଧାର ହୋଇଛି। ଦୁଇ ଜମଜ ଶିଶୁଙ୍କୁ କୂଅକୁ ଫିଙ୍ଗି ହତ୍ୟା କରାଯାଇଥିବା ଅଭିଯୋଗ ଆସିଛି ।

ଅନୁଗୋଳ (କେନ୍ୟୁଜ୍‌) : ଅନୁଗୋଳ ଜିଲ୍ଲାରେ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ତିନି ମାସର ଦୁଇ ଶିଶୁର ମୃତ ଦେହ କୂଅରୁ ଉଦ୍ଧାର ହୋଇଛି। ଦୁଇ ଜମଜ ଶିଶୁଙ୍କୁ କୂଅକୁ ଫିଙ୍ଗି ହତ୍ୟା କରାଯାଇଥିବା ଅଭିଯୋଗ ଆସିଛି । ଦୁଇ ଜମଜ ହେଉଛନ୍ତି ଜଣେ ଶିଶୁ କନ୍ୟା ହୋଇଥିବା ବେଳେ ଅନ୍ୟଜଣେ ଶିଶୁ ପୁତ୍ର । ବସଲା ପଞ୍ଚାୟତ ମୁଣ୍ଡାଢିପ ସାହିର ଘଟଣା। ମା, କ୍ଷୀର ଆଣିବାକୁ ଯାଇଥିବା ବେଳେ ହତ୍ୟା କରାଯାଇଥିବା ଅଭିଯୋଗ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.