ଭଦ୍ରକ: ନବଜାତ ଶିଶୁ ପୁତ୍ରକୁ ମନ୍ଦିର ନିକଟରେ ଛାଡ଼ି ମା’ ଫେରାର, ଶିଶୁ ସୁରକ୍ଷା ୟୁନିଟ କଲା ଉଦ୍ଧାର
ଭଦ୍ରକ(କେନ୍ୟୁଜ୍): ନବଜାତ ଶିଶୁ ପୁତ୍ରକୁ ମନ୍ଦିର ନିକଟରେ ଛାଡ଼ି ମା ଫେରାର। ଶିଶୁଟିକୁ ଅସୁସ୍ଥ ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି। ଏଭଳି ଏକ ଅବଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଚରମ୍ପା ଅଞ୍ଚଳରେ। ଏହି ଅଞ୍ଚଳରେ ଥିବା ଲକ୍ଷ୍ମୀ ନାରାୟଣ ମନ୍ଦିର ନିକଟରେ ଜଣେ ଅଜଣା ମା…