Below header

ପୁରୀ ପଶ୍ଚିମଦୁଆର ନିକଟରେ ଥିବା ବିଶ୍ୱଶାନ୍ତି ଅଖଣ୍ଡ ହରିନାମ ସଂକିର୍ତ୍ତନ ମନ୍ଦିରରୁ ଲୁଟ୍, ଦାନ ବାକ୍ସ ତାଡିନେଲେ ଦୁର୍ବୃତ୍ତ

ପୁରୀ: ଦାନ ବାକ୍ସ ତାଡିନେଲେ ଦୁର୍ବୃତ୍ତ। ପୁରୀ ପଶ୍ଚିମଦୁଆର ନିକଟରେ ଥିବା ବିଶ୍ୱଶାନ୍ତି ଅଖଣ୍ଡ ହରିନାମ ସଂକିର୍ତ୍ତନ ମନ୍ଦିରରୁ ଦାନବାକ୍ସ ଲୁଟ୍‌। ପଶ୍ଚିମ ଦୁଆରରେ ରାତିରେ ଜଗୁଥିବା ସୁରକ୍ଷାକର୍ମୀଙ୍କ ଉପସ୍ଥିତିରେ ଲୁଟ୍‌ ହୋଇଛି ।

ଲୁଟ ହୋଇଥିବା ଦାନବାକ୍ସରେ ପର୍ଯ୍ୟନ୍ତ ପରିମାଣରେ ଟଙ୍କା ଥିବା ସୂଚନା ମିଳିଛି । ଚୋରୀ ନେଇ ସିଂହଦ୍ୱାର ଥାନାରେ ଏତଲା ଦେଇଛନ୍ତି ମନ୍ଦିର ପରିଚାଳକ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.