Below header
Browsing Tag

temple loot

କାକଟପୁର ପ୍ରସିଦ୍ଧ ନାଟେଶ୍ୱର ଶିବ ମନ୍ଦିରରୁ ହୁଣ୍ଡି ତାଡି ନେଇଗଲେ ଦୁର୍ବୃତ୍ତ

ପୁରୀ : ପୁରୀ ଜିଲ୍ଲା କାକଟପୁର ବ୍ଲକରେ ଥିବା ପ୍ରସିଦ୍ଧ ନାଟେଶ୍ୱର ଶିବ ମନ୍ଦିରରୁ ଚୋରି ଅଭିଯୋଗ । ଗତକାଲି ରାତିରେ ମନ୍ଦିର ହୁଣ୍ଡିକୁ ନେଇ ପଳାଇଛନ୍ତି ଦୁର୍ବୃତ୍ତ । ପୂଜକଙ୍କ କହିବା ଅନୁସାରେ ହୁଣ୍ଡିରେ ଏକ ଲକ୍ଷରୁ ଅଧିକ ଟଙ୍କା ଥିଲା । ଏହି ଦାନ ଅର୍ଥରେ ମନ୍ଦିରର ରୋଷେଇ ଘର ମରାମତି…

ମନ୍ଦିର ଲୁଟ, ଶିବଲିଙ୍ଗ ପୋଡ଼ିବା ସହ ଲକ୍ଷାଧିକ ଟଙ୍କାର ଅଳଙ୍କାର ଚୋରି

କେନ୍ଦ୍ରାପଡା (କେନ୍ୟୁଜ୍) : ଆମ ସମାଜରେ ପାପର ଭାରା ଏତେ ବଢ଼ି ଗଲାଣି ଯେ ଲୋକମାନେ ଚୋରି କରିବାକୁ ଭଗବାନଙ୍କ ମନ୍ଦିରକୁ ମଧ୍ୟ ଛାଡୁ ନାହାନ୍ତି। ମନ୍ଦିର କବାଟ ତାଡି ମୂର୍ତ୍ତି ପୋଡିବା ସହ ଲକ୍ଷାଧିକ ଟଙ୍କାର ଅଳଙ୍କାର ଲୁଟ୍ । ଏହିଭଳି ଘଟଣା ବାରମ୍ବାର ଦେଖିବାକୁ ମିଳୁଛି। ସ୍ରୁଷ୍ଟିକୁ…