Below header

କାକଟପୁର ପ୍ରସିଦ୍ଧ ନାଟେଶ୍ୱର ଶିବ ମନ୍ଦିରରୁ ହୁଣ୍ଡି ତାଡି ନେଇଗଲେ ଦୁର୍ବୃତ୍ତ

ପୁରୀ : ପୁରୀ ଜିଲ୍ଲା କାକଟପୁର ବ୍ଲକରେ ଥିବା ପ୍ରସିଦ୍ଧ ନାଟେଶ୍ୱର ଶିବ ମନ୍ଦିରରୁ ଚୋରି ଅଭିଯୋଗ । ଗତକାଲି ରାତିରେ ମନ୍ଦିର ହୁଣ୍ଡିକୁ ନେଇ ପଳାଇଛନ୍ତି ଦୁର୍ବୃତ୍ତ । ପୂଜକଙ୍କ କହିବା ଅନୁସାରେ ହୁଣ୍ଡିରେ ଏକ ଲକ୍ଷରୁ ଅଧିକ ଟଙ୍କା ଥିଲା । ଏହି ଦାନ ଅର୍ଥରେ ମନ୍ଦିରର ରୋଷେଇ ଘର ମରାମତି ହୋଇଥାନ୍ତା । ଏହାକୁ ମିଶାଇ ମନ୍ଦିର ହୁଣ୍ଡି ୪ ଥର ଚୋରି ହେଲାଣି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.